ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ବ ହେବ ଜରାଜୀର୍ଣ୍ଣ ଗୃହ ମଧ୍ୟରେ ଚାଲିଛି ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସା କେନ୍ଦ୍ର

ନୂତନ ଗୃହ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ପୋଲିସ ବିଭାଗ ର ଜବରଦଖଲ ଯୋଗୁଁ କାର୍ଯ୍ୟ ଆରମ୍ଭରେ ଶିଥିଳତା  ପୋଲିସ ବିଭାଗର ଜବରଦଖଲକୁ ଉଚ୍ଛେଦ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଗୋଚାଷୀମାନଙ୍କ ଦାବି ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) : :-ଦୀର୍ଘ ୫୦ବର୍ଷରୁ…

ଜୋନ-୫ ଜିଲ୍ଲା ପରିଷଦ ପ୍ରାର୍ଥୀ : କଂଗ୍ରେସରୁ ହୀରାବତୀ ଓ ବିଜେଡିରୁ ଲିଲିମା

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଜୋନ ୫ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବରେ ଗ୍ରେସିଙ୍ଗିଆ ପଂଚାୟତ ଅଧିନସ୍ଥ ଇନ୍ଦିରା ପଡ଼ିଆ ଗ୍ରାମର ବାସିନ୍ଦା ହୀରାବତୀ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ଟିକେଟ ପ୍ରଦାନ କରି ନିର୍ବାଚନ ମଇଦାନକୁ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନାଗରିକ ମାନଙ୍କ ପାଇଁ ଥିବା ସାମ୍ବିଧାନିକ…

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦ୍ଵିତୀୟ ସପ୍ତାହ ସଫେଇ ଅଭିଯାନ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ବିଜେପି ଦେବଗଡ ଯୁବମୋର୍ଚ୍ଚା ର ପୁଷ୍କରିଣୀ ସଫେଇ ଅଭିଯାନ ରେ ଆଜି ପୁରୁଣାଗଡ ର ବଡବନ୍ଧ ସଫେଇ କରାଗଲା। ଏହି ସଫେଇ କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ମାନଙ୍କ ସହ ପୁରୁଣାଗଡ ମହିଳା ସଂଗଠନ ମିଶି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।…

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ – ୨୦୨୨ ପାଇଁ ସର୍ବଦଳୀୟ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର…

ଭାଲୁ ନଷ୍ଟ କରୁଛନ୍ତି ଫସଲ

ଉମରକୋଟ/ଜିତେନ୍ଦ୍ର ମହାନ୍ତି : ଉମରକୋଟ ସହର ଠାରୁ ୫ କିଲୋମିଟର ଦୂରରେ ଥିବା ବଙ୍ଗୀୟ ଗ୍ରାମ ୟୁ.ଭି-୫ ବୁର୍ଜା ଗ୍ରାମରେ ଗତକାଲି ରାତି ତମାମ ମା ସହ ଛୁଆ ଭାଲୁ ୨ଟି ଗାଁରେ ପଶି ଆତଙ୍କ ଖେଳଯାଇଥିବା ଜଣାପଡିଛି। ଗ୍ରାମର ବିଭିନ୍ନ ଲୋକଙ୍କ ବହୁ ଫସଲ ମଧ୍ୟ ନଷ୍ଟ କରିଦେଇଥିବା ଜଣା ପଡ଼ିଛି।…

ସ୍ଵାମୀ ବିବେକାନନ୍ଦ ଙ୍କ ଜୀବନୀ ଓ ଦର୍ଶନ ଉପରେ ୱେବିନlର

ପଦ୍ମପୁର(ଶାସକପ୍ରଶାସକ)-ମଙ୍ଗଳବାର ଅପରାହ୍ନ ୦୩.୩୦ ରେ ବରଗଡ ଜିଲ୍ଲା ର ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ଓ ବିବେକାନନ୍ଦ ଅଧ୍ୟୟନ କେନ୍ଦ୍ର, ଝାରବନ୍ଧ ର ମିଳିତ ଉଦ୍ୟମ ରେ ମହାନ ଯୋଗୀ ଓ ଦାର୍ଶନିକ ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ସପ୍ତାହ ର ପବିତ୍ର ଅବସର ରେ ଏକ ୱେବିନlର ଅଞ୍ଚଳ…

କରୋନା କାରଣରୁ ସ୍ଥଗିତ ହେଲା ପୋଡ଼ାଗଡ଼ ମଣ୍ଡେଇ

ଉମରକୋଟ-/ଜିତେନ୍ଦ୍ର ମହାନ୍ତି: ସ୍ଥଗିତ ରଖାଗଲା ପୋଡ଼ାଗଡ଼ ମଣ୍ଡେଇ। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଐତିହାସିକ ପୋଡ଼ାଗଡ଼ ପୀଠରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ମଣ୍ଡେଇ ପର୍ବ ପାଇଁ କୃଷ୍ଣ ପୂଜାରୀଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୁଷ୍ଠିତ…

ଜିଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ଜୟରାମ ଗୁଡା ବିଜୟୀ

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରିସାହି ଠାରେ ଦେବଗିରି ଯୁବକ ସଙ୍ଘ ତରଫରୁ ଜିଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ରେ ଜୟରାମ ଗୁଡା ବିଜୟୀ ହୋଇଛି । ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ…