ଚନ୍ଦାହାଣ୍ଡିରୁ ନିଖୋଜ, ହରିୟାଣାରେ ଠାବ ।
ସାମାଜିକ ଗଣମାଧ୍ୟମରେ ନିଖୋଜ ନାବାଳକର ଭିଡିଓ ଭାଇରାଲ କଲେ ଢାବା ମାଲିକ ।
ଉମରକୋଟ / ଜିତେନ୍ଦ୍ର ମହାନ୍ତି: ଚନ୍ଦାହାଣ୍ଡିରୁ ନିଖୋଜ ନାବାଳକ ହରିୟାଣାରେ ଠାବ । ନିଖୋଜ ନାବାଳକର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ମାନବିକତାର ପରିଚୟ ଦେଲେ ଢାବା ମାଲିକ । ଖବର ପାଇ ନାବାଳକଙ୍କୁ…