“ବିଜେପି ଶାସିତ କର୍ଣ୍ଣାଟକ ପାଇଁ ହାଁ, ଓଡ଼ିଶାର ହକ ବେଳକୁ କୁଣ୍ଠା କିଆଁ ! “

ଗ୍ରାମୀଣ ଆବାସ ଯୋଜନାରେ ପୁଣିଥରେ ପଦାରେ ପଡ଼ିଲା ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ : ବିଜେଡି ବାରମ୍ବାର ଅନୁରୋଧ ସତ୍ତ୍ୱେ ଓଡ଼ିଶା ପାଇଁ ଆବାସ ପୋର୍ଟାଲ୍ ଖୋଲିଲେନି ଘର ମଞ୍ଜୁର କରିବାରେ ପ୍ରତିବନ୍ଧକ ସାଜିଛନ୍ତି ଓଡ଼ିଶାର ବିଜେପି ସାଂସଦମାନେ କେନ୍ଦ୍ରର…

ପୂର୍ବତନ ସରପଞ୍ଚ କମଳାକାନ୍ତ ପ୍ରଧାନଙ୍କ ସହଯୋଗରେ ବହୁ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡି ରେ ଯୋଗଦାନ ।

ମାହାଙ୍ଗା / ଦେବେନ୍ଦ୍ର ଷଢଙ୍ଗୀ :- ମାହାଙ୍ଗା ବ୍ଲକ ଗୋତରା ଗ୍ରାମପଂଚାୟତର ପୂର୍ବତନ ସରପଞ୍ଚ କମଳାକାନ୍ତ ପ୍ରଧାନ ଙ୍କ ସହଯୋଗରେ ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ନଗର ଉନ୍ନୟନ ଓ ଗୃହନିର୍ମାଣ…

ଦୁଇ ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କଲେ ପ୍ଲାଣ୍ଟସାଇଟ ପୋଲିସ।।

ଗଞ୍ଜେଇ , ପିସ୍ତଲ , ଗୁଳି , ବାଇକ ଜବତ। ରାଉରକେଲା,(ବସନ୍ତ କୁମାର ଜେନା):ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଦ୍ବୟ ଡେଲିମାର୍କେଟ ଖଟାଲ ବସ୍ତିର ଭିକି ସାହୁ ଓରଫ ସଞ୍ଜୟ ଦତ୍ତ ଏବଂ ରେଳବାଇ କଲୋନିର ଅନୀଲ…

ଟ୍ରେନ ରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ୬ ଜଣ ଗିରଫ।।

 ଗିରଫ କଲେ ରାଉରକେଲା ରେଳବାଇ ପୋଲିସ ଏବଂ ଆରପିଏଫ। ରାଉରକେଲା,(ବସନ୍ତ କୁମାର ଜେନା); ଟ୍ରେନ୍‌ରେ ଏକ ବଡଧରଣ ଡକାୟତି ଯୋଜନାକୁ ପଣ୍ଡ କରିଦେଇଛନ୍ତି ରାଉରକେଲା ରେଳବାଇ ପୋଲିସ ଏବଂ ଆର ପି ଏଫ। ଡକାୟତ ଗ୍ୟାଙ୍ଗର ୬ ଜଣକୁ ରେଳବାଇ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ…

ଓଡ଼ିଶାରେ ଖୁବ୍ ଶୀଘ୍ର କମିବ ଶୀତ

ଭୁବନେଶ୍ୱର : ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା…

ମୃତ ଠିକା ଶ୍ରମିକଙ୍କ ପତ୍ନୀଙ୍କୁ ଚାକିରୀ ଦେବା ପାଇଁ ସମ୍ମତି ପତ୍ର ପ୍ରଦାନ

ରାଉରକେଲା(ବସନ୍ତ କୁମାର ଜେନା):ରାଉରକେଲା ଇସ୍ପାତ କାରଖାନା ଅନ୍ତର୍ଗତ ସିପିପି-୧ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଘଟି ଅମର କୁମାର ପଣ୍ଡା ନାମକ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଖବର ପାଇବା ପରେ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର…

ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ଲୋକାର୍ପିତ ହେଲା ପୁସ୍ତକ “ଗାନ୍ଧୀସ ଲିଡରସିପ୍ ଷ୍ଟାଇଲ୍ ଆଣ୍ଡ୍ ମ୍ୟାନେଜମେଣ୍ଟ…

ଡକ୍ଟର୍ ଦେବାଶିଷ ଭୂୟାଁ ଓ ପ୍ରଫେସର ନିରଞ୍ଜନ ପାଣିଙ୍କ ଦ୍ୱାରା ମହାତ୍ମା ଗାନ୍ଧୀଙ୍କ ଉପରେ ଲିଖିତ ଗବେଷଣାତ୍ମକ ପୁସ୍ତକର ଲୋକାର୍ପଣ କଲେ ରାଜ୍ୟପାଳ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଶହୀଦ୍ ଦିବସରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷି…

ସଂରକ୍ଷିତ ଜଙ୍ଗଲରେ ବାରହା ଶିକାର: ୨ ଶିକାରୀ ଗିରଫ

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ବନାଞ୍ଚଳ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ବାରହା ଶିକାର କରୁଥିବା ଦୁଇ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ବଡ଼ବିଲ ବନାଞ୍ଚଳ ଅଧିକାରୀ ସଂଜୀବ କୁମାର ରାଉତଙ୍କ ସୂଚନା ଅନୁସାରେ ଗତ ୩୦ ତାରିଖ ରାତିରେ ବାରହା ଶିକାର ନିମନ୍ତେ…

ଆଦର୍ଶ ଯୁବ ପ୍ରତିଭା କୃଷି ଅଫିସର ତୁଷାରଙ୍କ ସ୍ମୃତିସଭା ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବାହାରଣା ପଞ୍ଚାୟତ ଟାଇଁକୁଳ ଗ୍ରାମର ଆଦର୍ଶ ଯୁବ ପ୍ରତିଭା ସରକାରୀ କୃଷି ଅଫିସର ତୁଷାର ରଞ୍ଜନ ସ୍ୱାଇଁ ଙ୍କ ଅକାଳ ବିୟୋଗରେ ଏକାଦଶ କର୍ମରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି l ତୁଷାର ନାଉଗାଁ ସ୍ଥିତ ସରକାରୀ…

ବିରୋଧୀଙ୍କୁ ଝଟକା ପରେ ଝଟକା : ବିଜେଡିରେ ମିଶିଲେ ବିଜେପି ମଣ୍ଡଳସ୍ତରୀୟ ନେତୃବୃନ୍ଦ

ଅଣଦେଖା ଓ କୋଣଠେସା ଅଭିଯୋଗ କରି ବିଜେପି ଛାଡ଼ୁଛନ୍ତି ନେତା ଓ କର୍ମୀ ବରଗଡ :- ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ଆରମ୍ଭରୁ ବିଜେପି ପାଇଁ କାର୍ଯ୍ୟ କରି ଆସୁଥିବା ବିଜେପିର ବରିଷ୍ଠ କର୍ମକର୍ତା ତଥା ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ପୂର୍ଣ୍ଣନନ୍ଦ ସିଂ ଠାକୁର, ପୂର୍ବତନ ମଣ୍ଡଳ ସମ୍ପାଦକ…