ସାରଦା ପ୍ରସାଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ କନକପୁରସ୍ଥିତ ବସନ୍ତ ବଗିଚା ଖେଳ ପଡ଼ିଆରେ ସପ୍ତାହ ବ୍ୟାପି ଚାଲିଥିବା ସାରଦା ପ୍ରସାଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି।ଆୟୋଜିତ ପଞ୍ଚାୟତସ୍ତରୀୟ ଟେନିସ…