ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା

ଦୋଷୀ ନିଶ୍ଚୟ ଦଣ୍ଡ ପାଇବ : ଶ୍ରୀ ମଙ୍ଗରାଜ ଭୁବନେଶ୍ୱର : ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିନ୍ଦା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ | ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଡଙ୍ଗରିଆଙ୍କ ପ୍ରତିବାଦ :: ଝାମ୍ପି ନେଲେ ଭୋଟ ବାକ୍ସ

ଭୋଟ ଦେବାର ହକ ନାହିତ ଆମେ ଭୋଟ ବାକ୍ସ ଫେରାଇବାର ନାହିଁ । କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଡଙ୍ଗରିଆ କନ୍ଧ ମାନେ ଭୋଟ ବାକ୍ସ ନେଇ ଯାଉଥିବା ଦେଖିବାକୁ ମିଳିଛି ।ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମା…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମାଓବାଦୀଙ୍କ ଟିଫିନ ବୋମା

 କିଛି ଅଘଟଣ ଘଟିବା ଆଗରୁ ଉଦ୍ଧାର କଲା ପୋଲିସ। କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପ୍ରଯ୍ୟାୟ ନିର୍ବାଚନ ଅବସରରେ ରାୟଗଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । କିଛି ଅଘଟଣ ଘଟିବା ଆଗରୁ  କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି…

ବଲାଙ୍ଗିର ଜେ ଏସ୍ ଏମ୍ କମର୍ସ କଲେଜ ପକ୍ଷରୁ ଇଣ୍ଟ୍ରା କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର : ବଲାଙ୍ଗିର ଜେ ଏସ୍ ଏମ୍ କଲେଜ ଆନୁକୁଲ୍ୟରେ ଖୁଜେନପାଲି ହାଇସ୍କୁଲ ଖେଳ ପଡିଆ ଠାରେ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଇଣ୍ଟ୍ରା କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି l ଉଦଘାଟନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ସମ୍ପାଦକ ଶ୍ରୀ ଅମନ ନାଗ ଓ ସମାଜ…

ନିର୍ବାଚନ ଆରମ୍ଭ ପୂର୍ବରୁ ନିର୍ବାଚନ ହିଂସା, ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

  ଗୁରୁତର ଅବସ୍ଥାରେ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ନୂଆପଡାରୁ ଜୋଶବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ଅନ୍ତର୍ଗତ ସୁନାରିସିକୁଆଁ ଗାଁ ରେ ରାଜନୀତି ହିଂସା ହୋଇଥିବା ଅଭିଯୋଗ ଦୋଇଛି । ସୁନାରିସିକୁଆଁ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ରୁପେ ଚୁଲମଣି ବୈଠାରୁ…

ସର୍ବଭାରତୀୟ ଗ୍ଲାମନ୍ ମିସେସ୍ ଇଣ୍ଡିଆ ପ୍ରତିଯୋଗିତା:ତେଜସ୍ମୀତା ହେଲେ ମିସେସ୍ ଇଣ୍ଡିଆ ଦ୍ୱିତୀୟ ରନର୍ସଅପ୍

ଭୁବନେଶ୍ୱର,: ସର୍ବଭାରତୀୟସ୍ତରରେ ଆୟୋଜିତ ଗ୍ଲାମନ୍ ମିସେସ୍ ଇଣ୍ଡିଆ (ଜିରୋ ସାଇକ୍) ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସଅପ୍ ବିଜେତା ତେଜସ୍ମୀତା ମହାପାତ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଏହି ପ୍ରତିଯୋଗିତା ପାଇଁ ଜାନୁୟାରୀ ମାସରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଉତ୍ସବରେ…

ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ କୌଶଳ ବିକାଶ କାର୍ଯ୍ୟକ୍ରମ ସହ ବ୍ୟବସାୟ ସହଯୋଗୀଙ୍କ ସଶକ୍ତିକରଣ ଅଭିଯାନ

ଭୁବନେଶ୍ୱର: ଉନ୍ନତ ଓ ଉତମ ଅଭିବୃ୍ଦ୍ଧି ସୁଯୋଗ ପ୍ରଦାନ କରିବାର ଉଦ୍ୟମ ସ୍ୱରୂପ, ଦକ୍ଷିଣ ଓଡ଼ିଶାରେ ବିଦୁ୍ୟତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ବ୍ୟବସାୟ…

ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ବିଧାୟକ ବିଷ୍ଣୁବ୍ରତ

ବାସୁଦେବପୁର(ପ୍ରତାପ ପାଢୀ) - ବାସୁଦେବପୁରର ବିଭିନ୍ନ ପଂଚାୟତରେ ବାସୁଦେବପୁର ବିଧାୟକ ଶ୍ରୀ ବିଷ୍ଣୁବ୍ରତ ରାଉତରାୟ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି | ଦଳୀୟ ସମର୍ଥନରେ ଲଢୁ ଥିବା ସରପଞ୍ଚ ପ୍ରାର୍ଥୀ , ସମିତି ସଭ୍ୟ…

ଜିଲ୍ଲା ପରିଷଦ ସହିତ ବ୍ଲକରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ- ନରସିଂହ

ମୁକ୍ତାଦେଇଙ୍କ ପାଇଁ ନରସିଂହଙ୍କ ମାରାଥନ ପ୍ରଚାର ବଲାଙ୍ଗିର- ଲୋକେ ସରକାରୀ ଦଳ ନେତାମାନଙ୍କୁ ବାରମ୍ବାର ନିଜର ବହୁ ମୁଲ୍ୟ ଭୋଟ ଦେଇଛନ୍ତି । ପାଞ୍ଚ ବର୍ଷ ପୁର୍ବରୁ ଲୋକେ ଜିଲ୍ଲା ପରିଷଦରେ ବିଜେଡିକୁ ଭୋଟ ଦେଇଥିଲେ । ଏବେ ଦେଓଗାଁ ବ୍ଲକ ମଧ୍ୟ ସେମାନଙ୍କ ହାତରେ । କିନ୍ତୁ ଅଂଚଳର ଛାତ୍ର,…

ଗାଁର ବିକାଶ ପାଇଁ କଂଗ୍ରେସ ଏକ ମାତ୍ର ବିକଳ୍ପ- ନରସିଂହ

ସଦର ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର ବଲାଙ୍ଗିର- କମ ଦାମରେ ରନ୍ଧନ ଗ୍ୟାସ, ବାର୍ଷୀକ୨କୋଟି ନିଯୁକ୍ତି ସୃଷ୍ଟି ଓ ଦରଦାମ ନିୟନ୍ତ୍ରଣ ଆଦିରେ କେନ୍ଦ୍ର ସରକାର ସଂପୁର୍ଣ୍ଣ ଫେଲ ମାରିଛି । ଠିକ ସେହିପରି ରାଜ୍ୟ ସରକାର ମଧ୍ୟ ଶିକ୍ଷା, କୃଷି, ଜଳସେଚନ,ଡାକ୍ତରଖାନାରେ ଡାକ୍ତର, ସ୍କୁଲରେ…