ଶ୍ରୀ ଶ୍ରୀ ମୁଚୁକୁନ୍ଦ ସୋମନାଥ ମହାଦେବ ଓ ଜଗତମାତା ପାର୍ବତୀ ଙ୍କ ବିବାହ ଉତ୍ସବ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦରମହକୁମାରୁ ମାତ୍ର ୨ କିଲୋମିଟର ଦୁର୍ଗ ଜଗତସିଂହପୁର ହାଟ ପ୍ରାଚୀନ ସ୍ୱୟମ୍ଭୁ ଶୈବପୀଠ ଶ୍ରୀ ଶ୍ରୀ ମୁଚୁକୁନ୍ଦ ସୋମନାଥ ମହାଦେବ ଙ୍କ ର ଓ ଜଗତମାତା ପାର୍ବତୀ ଙ୍କ ସହିତ ମହା ସମାରୋହରେ ବୈଦିକ ରୀତିରେ ବିବାହ ଆଜି ସମ୍ପନ୍ନ ହୋଇଯାଇଛି…