କଟରପଡା ଗ୍ରାମର ଦୁର୍ଘଟଣାଗ୍ରସ୍ତ ଯୁବକ ଅଜୟ କୁମାର ପରିଡାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ମାହାଙ୍ଗା /ଦେବେନ୍ଦ୍ର ଷଡ଼ଙ୍ଗୀ:ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କଟରପଡା ଗ୍ରାମର ଦୁର୍ଘଟଣାଗ୍ରସ୍ତ ଯୁବକ ଅଜୟ କୁମାର ପରିଡା (୪୪)ଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ସ୍ୱର୍ଗତ ପରିଡା ପାରଦ୍ୱୀପର ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ଫେବୃୟାରୀ ୧୫ ତାରିଖ ଦିନ…