ବିଜ୍ଞାନ ସର୍ବତ୍ର ପୂଜ୍ୟତେ ସପ୍ତାହବ୍ୟାପୀ ବିଜ୍ଞାନ ମହୋତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲରେ ଗତ ୨୨ତାରିଖରୁ ଚାଲିଥିବା ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ସପ୍ତାହବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ସୋମବାର ଉଦ୍‍ଯାପିତ ହୋଇଛି । ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଆଜାଦ୍‍ କି ଅମ୍ରିତ୍‍ ମହୋତ୍ସବ ପାଳନ ଅବସରରେ ଏହି ବିଜ୍ଞାନ…

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଭୁବନେଶ୍ୱର :ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର…

ସୁନ୍ଦରଗଡ଼ ଜିଲ୍ଲାରେ ଶୃଙ୍ଖଳିତ ପୋୖର ନିର୍ବାଚନ ପରିଚାଳନା ଲାଗି ସମସ୍ତଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ ପବନ କଲ୍ୟାଣ।

ରାଉରକେଲା: (ବସନ୍ତ କୁମାର ଜେନା): ଓଡ଼ିଶାରେ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳ…

ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ କବଜାରେ ୬ ଜଣ ନିଶା ବେପାରୀ।

ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦୁଇଟି ପୃଥକ ମାମଲାରେ ୬ ଜଣ ନିଶା ଦ୍ରବ୍ୟ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର , ୨ ଟି ପିସ୍ତଲ , ୭ ରାଉଣ୍ଡ ଗୁଳି , ୩ ଟି ଦୁଇ ଚକିଆ ଯାନ , ନଗଦ ୧…

ପ୍ରଥମ ରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିଲା : ଛାତ୍ରଛାତ୍ରୀ ଖୁସି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କରୋନା ଯୋଗୁଁ ବନ୍ଦ ରହିଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବିଦ୍ୟାଳୟ ଆଜି (ସୋମବାର ) ସରକାରଙ୍କ ଘୋଷଣା ପ୍ରକାରେ ଖୋଲିଛି । ସେହି ପ୍ରକାରେ ସମଗ୍ର ଗଜପତି ଜିଲ୍ଲାରେ ମଧ୍ୟ ପ୍ରଥମ ରୁ ସପ୍ତମ…

ଶରଦ କୁମାର ଶ୍ରୀବାସ୍ତବ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ |

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ ଭାବେ 1986 ବ୍ୟାଚ୍ ର ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ସିଗନାଲ୍ ଇଞ୍ଜିନିୟର୍ (ଭାରତୀୟ ରେଳବାଇ ସାଙ୍କେତିକ ଯନ୍ତ୍ରୀ ସେବା) ଅଧିକାରୀ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି |ଏହି…

ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀଙ୍କ ଅବସର ଗ୍ରହଣ

ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସମ୍ବର୍ଦ୍ଧନା ସଭା ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଭାଗ ତରଫରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କର୍ମଚାରୀ…

ନାବାଳିକା କୁ ବଳତ୍କାର ଅଭିଯୋଗ ରେ ଦୁଇ ଛୁଆ ର ବାପା ଗିରଫ

ବରଗଡ :- ଗତକାଲି ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମର ଜଣେ ପନ୍ଦର ବର୍ଷୀୟା ନାବାଳିକା ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ହାଜର ହୋଇ ଅଭିଯୋଗ କରିଥିଲେ ଯେ ଗତ ୨୫ ତାରିଖ ରାତିରେ ତାଙ୍କୁ ତାଙ୍କର ଜଣେ ସଂମ୍ପର୍କୀଅ ଭିଣେଇ କଟଙ୍ଗପାଳି ଠାରେ ତାଂକ ସହିତ ଅସଦାଚରଣ କରିଥିଲେ । ଖବର…

ସିଏସଆଇଆର – ଆଇଏମ୍‌ଏମ୍‌ଟି ଭୁବନେଶ୍ୱରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଭୁବନେଶ୍ୱର:- ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସିଏସଆଇଆର-ଆଇଏମ୍‌ଏମ୍‌ଟି ଭୁବନେଶ୍ୱରର ଅଡିଟୋରିୟମ୍‌ରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି । ଉପସ୍ଥିତ ଅତିଥି ବୃନ୍ଦଙ୍କୁ ଅଭିବାଦନ ଜଣାଇ ସିଏସଆଇଆର - ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର ସୁଧାସତ୍ୱ ବାସୁ କହିଛନ୍ତି, ୨୮ ଫେବୃଆରୀ ୧୯୨୮…