ଆନନ୍ଦ ଉଲ୍ଲାସରେ ପାଳିତ ହେଲା ପବିତ୍ର “ଶିବରାତ୍ରୀ”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ବିଭିନ୍ନ ଶୈବ ପୀଠ ଓ ତଥା ଶିବ ମନ୍ଦିର ମାନଙ୍କରେ ପବିତ୍ର ଶିବରାତ୍ରି ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ପାରଳାଖେମୁଣ୍ଡି ସମେତ ବିଭିନ୍ନ ଅଞ୍ଚଳରେ ଥିବା ଶିବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ଭକ୍ତ…

ଚାରିଆଡେ ଶଙ୍ଖ ଧ୍ୱନି : ୮୫୨ ଜୋନରୁ ହାତେଇଲା ୭୬୬

ପଂଚାୟତ ପ୍ରିମିୟର ଲିଗ : ନବୀନ କେବଳ,ବିରୋଧୀ ଦୁର୍ବଳ ଟିମ ନବୀନର ଧୁଆଁଧାର ବ୍ୟାଟିଂରେ ନିଷ୍ପ୍ରଭ ବିରୋଧୀ ବିଜେପି ୪୨, କଂଗ୍ରେସ ୩୭ , ସ୍ୱାଧୀନ ୩ ଆଉ ଅନ୍ୟ ୪ ଭୁବନେଶ୍ୱର : ପଂଚାୟତ ପ୍ରିମିୟର ଲିଗ ରେ ବାଜି ମାରିନେଇଛି ବିଜେଡି | ଭୋଟର ପରିଣାମ ପ୍ରମାଣିତ କରିଦେଇଛି ଯେ ନବୀନ କେବଳ…

କେବଳ ଗୋଟିଏ ମାତ୍ର ଭୋଟ ରେ ହାରଜିତ

ଆଗଲପୁର/ ଗୁରୁଶଙ୍କର ପାଇକ : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବାବୁ ଫାସଡ୍ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ଜୟନ୍ତୀ ସେଠ୍ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଳାସିନୀ ସେଠ୍ ଙ୍କ ଠାରୁ ମାତ୍ର ୧ ଟି ଭୋଟ ରେ ଜିତିଛନ୍ତି | ତା ୨୬/୨/୨୦୨୨ ରେ ଆଗଲପୁର ବ୍ଲକ କାର୍ଯ୍ୟାଳୟ ଠାରେ ବାବୁ ଫାସ ଡ୍…

ଭାରତରେ ବାଲ୍ୟାବସ୍ଥା ପୁଷ୍ଟିହୀନତା ବିରୋଧରେ ନିଜର ଲଢେଇକୁ ବ୍ୟାପକ କଲା ଆମୱେ

ଭାରତ ସରକାରଙ୍କ ଜାତୀୟ ପୋଷଣ ଅଭିଯାନକୁ ସମର୍ଥନ କରିବାକୁ ପ୍ରଚଲନ କଲା ମାଇକ୍ରୋନ୍ୟୁଟ୍ରିଏଣ୍ଟ ସପ୍ଲିମେଣ୍ଟ-ନ୍ୟୁଟ୍ରିଲାଇଟ ଲିଟଲ୍‍ ବିଟ୍‍ସ ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆମୱେ ପୁଷ୍ଟିହୀନତା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ହଜାର ହଜାର ଶିଶୁଙ୍କର ଉନ୍ନତ ଓ ସୁସ୍ଥ ଜୀବନ ଯାପନରେ ସହାୟତା…

ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ନିଲମ୍ବିତ ହେଲେ ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ବ୍ଲକ ଅଧ୍ୟକ୍ଷ | ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଅନୁଗୁଳ ଛେଣ୍ଡିପଦା ବ୍ଲକ ଚେୟାରମ୍ୟାନ ଅଶୋକ କୁମାର ପ୍ରଧାନଙ୍କୁ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରେ ଦଳରୁ ନିଲମ୍ବିତ…

ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଚର୍ଚ୍ଚା

ସିମୁଳିଆ - (ଅକ୍ଷୟ କୁମାର ଜେନା) ସିମୁଳିଆ ବ୍ଲକ ୪୦ ନମ୍ବର ଜୋନ ୨୨ ଗୋଟି ପଞ୍ଚାୟତ କୁ ନେଇ ଗଠିତ। ବିଜେଡି ବିଧାୟକ ତଥା ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣଗ୍ରାହୀ ଏବଂ ବିଜେପି ପୂର୍ବତନ ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା ଙ୍କ ନିଜସ୍ଵ ଗଡ ରେ ବ୍ଲକ ଅଧକ୍ଷ ପଦବୀ କୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।…

ଖୋଲିଲା ପ୍ରାଥମିକ ବିଦ୍ୟାଳୟ

ଗଣିଆ,(ନୟାଗଡ଼): କରୋନା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ଥିଲା ପ୍ରାଥମିକ ବିଦ୍ୟାଳୟ । କରୋନା ଆକ୍ରାନ୍ତଙ୍କ ସଂଖ୍ୟାକମିବାରୁ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଗଣିଆ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସିବା ପରେ ତାଙ୍କୁ…

ରାସ୍ତା ଶୋଚନୀୟ, ଯାତାୟାତରେ ବାଧା

ଗଣିଆ,(ନୟାଗଡ଼): ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପଛପାଖରେ ଗଣିଆ ତୋଟାସ।ହି କୁ ସଂଯୋଗ କରୁଥିବା କଂକ୍ରିଟ୍ ରାସ୍ତା ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡିଛି । ରାସ୍ତାରୁ ସିମେଣ୍ଟ କଂକ୍ରିଟ୍ ସଂପୂର୍ଣ୍ଣ ଉଠିଯାଇ ରାସ୍ତା ମଝିରେ ବଡ ଖାଲରେ ପରିଣତ ହୋଇଗଲାଣି। ବଡ ବଡ ଗାଡି ଯିବାରୁ ଉକ୍ତ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଲଡ଼ା (କାଶୀନଗର ବ୍ଲକ) ଏବଂ ଡ଼କ୍ଟର ଗଣପତି ସାବତ ଫାଉଣ୍ଡେସନ (ଏନ୍ ସି ସ୍ ଟି ସି) ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ସହ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇରିଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର…

ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ-୨୦୨୨ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭା ଗୃହ ଠାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସସିଇଆରଟି: ସହଯୋଗରେ ଜିଲ୍ଲା…