“ପ୍ରଗତି” ମହିଳା ସଂଗଠନ ଆନୁକୁଲ୍ୟରେ ସହିଦ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ Utec.computer Education କେନ୍ଦ୍ରରେ ଠାରେ "ପ୍ରଗତି" ମହିଳା ସଂଗଠନ ଦ୍ଵାରା ଜାତୀୟ ସହିଦ ଦିବସ ପାଳନ ହୋଇଯାଇଛି। ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋସଂପର୍କ ଅଧିକାରୀ ସ୍ବରାଜ ଶୀଶା ଯୋଗଦାନ କରି ସହିଦ ଦିବସର…

“ସଖୀ”-ୱାନ୍ ଷ୍ଟପ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ "ସଖୀ"-ୱାନ୍ ଷ୍ଟପ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା…

ପାଟଣାଗଡ଼ରେ ଲକ୍ଷ୍ମୀ ମାଝୀ, ଖପ୍ରାଖୋଲରେ ଶୁଖିରାମ ଷାଣ୍ଢ, ବେଲପଡାରେ ଦୁର୍ଯ୍ୟୋଧନ କୁମ୍ଭାର ବ୍ଲକ ଉପାଧ୍ୟକ୍ଷ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପାଟଣାଗଡ଼, ଖପ୍ରାଖୋଲ ଓ ବେଳପଡା ତିନି ବ୍ଲକର ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ହୋଇଯାଇଛି । ପାଟଣାଗଡ଼ ବ୍ଲକ ପାଇଁ  ବିଜେଡି ସମର୍ଥିତ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ପାଟଣାଗଡ଼ ବିଧାୟକ…

ଧୋନି ଛାଡିଲେ ସିଏସକେ ଅଧିନାୟକ ପଦ, ରବୀନ୍ଦ୍ର ଜାଡେଜାଙ୍କୁ ଦେଲେ ଦାୟିତ୍ୱ

ଚେନ୍ନାଇ : ମାର୍ଚ୍ଚ 26 ତାରିଖରୁ ଆଇପିଏଲ ମ୍ୟାଚ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ(ସିଏସକେ) ଭେଟିବ କୋଲକାତା ନାଇଟି ରାଇଡର(କେକେଆର) କୁ । ହେଲେ ମ୍ୟାଚର ଦିନକ ଆଗରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଜି ସିଏସକେ ଅଧିନାୟକ ପଦ ଛାଡିଛନ୍ତି ମାହି ଓରଫ …

ଏହି ବିବାହ ଋତୁରେ ଅଧିକାଂଶ ଲୋକ ମିଶୋରେ ସପିଂ କରିବାକୁ ପସନ୍ଦ କରୁଛନ୍ତି

ଭୁବନେଶ୍ୱର: ତୁମେ ବଧୁ ହୁଅ, ନିକଟତମ ପରିବାରର ସଦସ୍ୟ କିମ୍ବା ଅତିିଥି, ସପିଙ୍ଗ୍ ସର୍ବଦା ଏକ ଉପଭୋଗ୍ୟ ଅନୁଭୂତି ଅଟେ। ଭାରତରେ ବିଭିନ୍ନ ଅଂଚଳରେ ପରମ୍ପରା ଭିନ୍ନ ହୋଇପାରେ, କିନ୍ତୁ ସବୁ ପ୍ରକାର ସଂସ୍କୃତିରେ ବିବାହ ଉତ୍ସବରେ ବିବାହ ପରିଧାନର ଗୁରୁତ୍ୱ ପ୍ରାୟ ସମାନ ରହିଛି।ବ୍ୟାପକ ବର୍ଗର…

ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ୩୦ ଲକ୍ଷ ୟୁନିଟ୍ ରପ୍ତାନି ମାଇଲଖୁଂଟ ହାସଲ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ନିଜ କାରବାର ୨୧ତମ ବର୍ଷରେ ୩୦ ଲକ୍ଷ ୟୁନିଟ୍ ଗାଡ଼ି ବିକ୍ରି କରିବାର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଅତିକ୍ରମ କରିଛି। କଂପାନିର କ୍ରମବର୍ଦ୍ଧିଷ୍ଣୁ ରପ୍ତାନି ୩୦ ଲକ୍ଷ ୟୁନିଟ୍ରୁ…

ଜନଜାତି ଛାତ୍ରଛାତ୍ରୀଙ୍କୁ ରକେଟ୍ ସାଇନ୍ସ ପର୍ଯ୍ୟନ୍ତ ପହଁଚାଇବା ପ୍ରଧାନମନ୍ତ୍ରୀଙ୍କର କଳ୍ପନା- ଧର୍ମେନ୍ଦ୍ର ପ୍ରଧାନ

‘ଜନଜାତି ଶିକ୍ଷା ସମ୍ବାଦ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ ନୂଆଦିଲ୍ଲୀ,– ଜନଜାତି ସମାଜର ଛାତ୍ରଛାତ୍ରୀ କେବଳ ଛାତ୍ରବୃତି ପାଇବା ନୁହେଁ ବରଂ ରକେଟ୍ ସାଇନ୍ସ ପର୍ଯ୍ୟନ୍ତ କିପରି ପହଁଚିବେ, ସେ ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କଳ୍ପନା ରହିଛି ବୋଲି କହିଛନ୍ତି କେନ୍ଦ୍ର…

ଓଡ଼ିଶା ସଚିବାଳୟର ଦୁଇ ଜଣ ବିଶିଷ୍ଟ ଯୁବ କ୍ରୀଡା ପ୍ରତିଭାଙ୍କୁ ସମ୍ୱର୍ଦ୍ଧନା

ଭୁବନେଶ୍ୱର- ଆଜି ଓଡିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂସଦ ଆନୁକୁଲ୍ୟରେ ସଚିବାଳୟ ଖେଳ ପଡ଼ିଆରେ ଶହ ଶହ କ୍ରୀଡା ପ୍ରେମୀ କର୍ମଚାରୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ୍…

ପଶ୍ଚିମବଙ୍ଗ ରାସ୍ତାରେ ଓଡ଼ିଶା: ଧର୍ମେନ୍ଦ୍ର

ଭୁବନେଶ୍ୱର – ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ଏବଂ ଏହା ସୁସ୍ଥ ସମାଜରେ ଶୋଭନୀୟ ନୁହେଁ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍…

ଗାନ୍ଧୀଜୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପୂର୍ତ୍ତି ଅବସରରେ ସ୍ମୃତିଚାରଣ ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପୂର୍ତ୍ତି ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ…