ଜଗତସିଂହପୁରର ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଦୁଇଦଫା ଦାବିପତ୍ର ଦାଖଲ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁରର ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦୁଇଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସଂଗଠନର ସଭାପତି ଜଗନ୍ନାଥ ବେହେରାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ପ୍ରଥମ ଦାବି ମୁତାବକ ଚାରିପୋଲିଆ ବଉଳପୁର ଗ୍ରାମର କ୍ଷୀରୋଦ ବେହେରାଙ୍କ ପୁତୁରା…