ପଣ୍ଡରିପାଣି ମହୁଲପଡ଼ା ନଳକୂପର ପାଣି ଅଶୁଦ୍ଧ, ରୋଗ ବିସ୍ତାର କରୁଛି, ପ୍ରଶାସନ ଦୃଷ୍ଟି ଦିଅନ୍ତୁ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ସଂକ୍ରମଣ ରୋଗଠାରୁ ନେଇ ଦୂରାରୋଗ୍ୟ ଯାଏ କେବଳ ଦୁଷିତ ପାଣି ଯୋଗୁଁ ହୋଇଥାଏ । ଫଳରେ ସରକାର ଗାଁ ଗଣ୍ଡା ଗୁଡିକରେ ବିଶୁଦ୍ଧ ପାଣି ସେବନ ପାଇଁ ଲୋକଙ୍କୁ ସଚେତନ କରୁଥିବା ବେଳେ ସ୍ବତନ୍ତ୍ର ବିଭାଗ ଆନୁକୂଲ୍ୟରେ ଗ୍ରାମାଞ୍ଚଳଠାରୁ ନେଇ ସହରାଞ୍ଚଳ ଯାଏ କିପରି…