ମାତିଛନ୍ତି ଅଭଦ୍ର ରୋଡ ରୋମିଓ , ବଢୁଛି ଦୌରାତ୍ମ୍ୟ
ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା : ଦୁଇ ଗିରଫ !!!
ଖୋର୍ଦ୍ଧ (ସେକ୍ କୌସର ):ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଙ୍ଗ ସେଣ୍ଟର ଥିବାରୁ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି l ତେବେ ରାତ୍ର ଆଠ ଘଣ୍ଟିକା ରୁ ନଅ ଘଣ୍ଟିକା ମଧ୍ୟରେ ସମସ୍ତ…