ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ କଲ୍ ସେଂଟରର ଶୁଭାରମ୍ଭ
୨୪ ଘଂଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ଯେକୌଣସି ସମୟରେ ସୁବିଧା ଓ ସମାଧାନ ଆଣିଦେବ
ସମସ୍ତ ଗ୍ରାହକ ଅଭିଯୋଗ ପାଇଁ ନିରବଚ୍ଛିନ୍ନ ତ୍ୱରିତ ସମାଧାନ ପ୍ରଦାନ କରିବା ଲକ୍ଷ୍ୟ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟତ ବିତରଣ ପାଇଁ ଗଠିତ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ…