ପାରମ୍ପରିକ ପାଲା ମାଧ୍ୟମରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସାହୁପଡାସ୍ଥିତ ଗୋପାଳଜୀ ମନ୍ଦିର ଠାରେ ପାଳା ମାଧ୍ୟମରେ ସ୍ୱଚ୍ଛତା ଅଭିଯାନ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ପାଲା ଗାୟକ ଓ ବାୟକ ମାନେ ଜନସାଧାରଣଙ୍କୁ ଗୀତ ବାଦ୍ୟ ମାଧ୍ୟମରେ ସ୍ବଛ୍ଛତା ବିଷୟରେ ଆଲୋକପାତ କରିଥିଲେ ।…