ଦୁଇ ଛୁଆଙ୍କୁ ବାପା ଛେଉଣ୍ଡ କରିଦେଲା କରୋନା ମହାମାରୀ
ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରୁ ୧୦କିଲୋମିଟର ଦୂର ତୁମ୍ବାଅଣ୍ଢେଇସାହି ଗ୍ରାମପଞ୍ଚାୟତ ର ଆଗର ଗ୍ରାମରେ ବାସ କରୁଛନ୍ତି ଏକ ହତଭାଗ ବାପା l ନାମ ଗୁରୁବାରି ଦାସ, ବୟସ ୭୫ ବର୍ଷ l ଦୁଇ ଆଖିରୁ ଲୁହର ଧାର ବୋହି ଯାଉଛି l ଆଖି ଆଗରେ କରୋନା ମହାମାରୀରେ…