ରକ୍ତସଂଗ୍ରହ କ୍ଷେତ୍ରରେ ଓଡ଼ିଶା-ମୋ ପରିବାର ସ୍ଥାପନ କଲା ମାଇଲଖୁଣ୍ଟ
୨୦ ମାସରେ ସଂଗ୍ରହ ହେଲା ୨ ଲକ୍ଷ ୟୁନିଟ୍ ରକ୍ତ
ଭୁବନେଶ୍ୱର: ଆଜି ଓଡ଼ିଶା-ମୋ ପରିବାରଏହାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କେବଳ ୧ ବର୍ଷ ୮ ମାସ (୨୦ ମାସ) ମଧ୍ୟରେ ୨ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ…