ସାମ୍ବାଦିକ ଓ ତାଙ୍କ ପରିବାର କୁ କୋଭିଡ ପ୍ରିକସନାରୀ ଡୋଜ ଟୀକା ପ୍ରଦାନ

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଗୋପବନ୍ଧୁ ସ୍ୱାସ୍ଥ୍ୟ ବିମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଓ ତାଙ୍କ ପରିବାର କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଓ ପାରାଦୀପ ବିଜୁ ମେମୋରିଆଲ ହସ୍ପିଟାଲ ରେ…

“ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରେ”

ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ ଗତ ୩ ବର୍ଷରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ଶିକ୍ଷକତାକୁ ଚାକିରୀ ନୁହେଁ, ଏକ ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ – ଶିକ୍ଷକମାନଙ୍କୁ…

ସମ୍ବଲପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଟ୍ରେନର ବାତିଲ୍, ଆଂଶିକ ବାତିଲ୍, ମାର୍ଗ…

● ମାନେଶ୍ୱର-ହାତିବାରୀ-ଜୁଜୋମୁରା ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ | ● ଲାଖୋଲି-ଟିଟିଲାଗଡ-ଥେରୁବାଲି ରେଳ ସେକ୍ସନରେ ଆଧୁନିକୀକରଣ କାର୍ଯ୍ୟ | ଭୁବନେଶ୍ୱର: ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ମାନେଶ୍ୱର-ହାତିବାରୀ-ଜୁଜୋମୁରା ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ…

ଭାରତୀୟ ଜନତା ପାର୍ଟିର ସର୍ଗିବାହାଲ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର: ଆଜି ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଠାରେ ସର୍ଗିବାହାଲ ପଞ୍ଚାୟତ ସ୍ତରୀୟ ଭାରତୀୟ ଜନତା ପାର୍ଟିର ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଭରତ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସର୍ଗିବାହାଲ ପଞ୍ଚାୟତ ର ସମସ୍ତ ଗ୍ରାମର ଭାରତୀୟ ଜନତା ପାର୍ଟିର…

ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ବାଲେଶ୍ୱର ଖଇରା (ବୁଲୁ ଲେଙ୍କା)ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ମହତିପୁର ପଞ୍ଚାୟତ କଣ୍ଟାପଡା ନାହୁଲ ଗ୍ରାମ ର ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଶଶୁରଘର ଲୋକେ ମାରିଦେଇଥିବା ଅଭିଯୋଗ ଆଣିଲେ ଝିଅ ଘରଲୋକ।ଆଜି କଣ୍ଟାପଡ଼ା ନାହୁଲ ଗାଁର ପ୍ରମୋଦ ଦାସଙ୍କ ପତ୍ନୀ ଅପରାଜିତା…

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵ ସିଂ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ…

ଅସୁରେଶ୍ବର ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ୪୪ତମ ସ୍ଵନକ୍ଷତ୍ର ଦିବସ

 ସବୁ ପ୍ରତିକୂଳ ପରିସ୍ଥିତିରେ ଆତ୍ମବିଶ୍ବାସ ର ସହିତ  ଆଗକୁ ବଢି ନିଜର ଲକ୍ଷସାଧନ କରିବା ହିଁ ଜଣେ ଉତ୍ତମ ଛାତ୍ର ର ଲକ୍ଷ୍ୟ - ବିଧାୟକ ପ୍ରତାପ ଜେନା । (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ୪୪ ତମ ସ୍ଵନକ୍ଷତ୍ର…

“ଭୋଟର ହେବ ପାଇଁ ନୂଆ ଫର୍ମ ପୂରଣ ହେଲା ଅହୁରି ସରଳ”

ଅଗଷ୍ଟ ୧ରୁ ଲାଗୁ ସଂଶୋଧନର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ନେଲେ ଗୁରୁତ୍ୱପୂର୍ଣ୍ଣ ବୈଠକ ଫୁଲବାଣୀ (ଅଶୋକ ରାୟ ): କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ- ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ…

କାଉଡିଆଙ୍କୁ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ

ଭଦ୍ରକ (ସତ୍ୟବ୍ରତ ନାୟକ, ଭଦ୍ରକ) : ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗୁଜିଦରଡ଼ା ଅଞ୍ଚଳରେ କିଛି କାଉଡିଆ ଭକ୍ତ ମାନେ ମହାଦେବ ଙ୍କ ଉପରେ ଜଳାଭିଷେକ କରିବା ପାଇଁ ଯାଉଥିବା ସମୟରେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି | ଆକ୍ରମଣରେ ଜଣେ କାଉଡିଆ ଭକ୍ତ ଗୁରୁତର ହୋଇ ଭଦ୍ରକ ମୁଖ୍ୟ…

ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଉନ୍ନତମାନର ଚିକିତ୍ସା ସେବା ପାଇଁ ମୋ…

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୁର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ଆଉ ଏକ ବିକାଶର ଫର୍ଦ୍ଦ ଯୋଡି ହୋଇଛି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।…