ଜନସାଧାରଣଙ୍କ କାର୍ଯ୍ୟରେ ଆସୁନି ଶୌଚାଳୟ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଥାନା ସମ୍ମୁଖରେ ଥିବା ଶୌଚାଳୟ ଜନସାଧାରଣଙ୍କ କାର୍ଯ୍ୟରେ ଆସୁନଥିବା ଦେଖା ଦେଇଛି I ଯାହାପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଥାନା ,ସ୍କୁଲ, କଲେଜ ଓ ବିଭିନ୍ନ କର୍ଯାଳୟକୁ ଆସୁଥିବା…