ରାୟଗଡ ଠାରେ ୬୮ତମ ବନ୍ୟଜନ୍ତୁ ସମ୍ପଦ ୨୦୨୨ ପାଳନ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡରୁ ସରୋଜ କୁମାର ସାହୁ: ୬୮ତମ ବନ୍ୟଜନ୍ତୁ ସମ୍ପଦ ସପ୍ତାହ ୨୦୨୨ ପାଳନ ଅବସରରେ ରାୟଗଡ ସ୍ଥାନୀୟ ଜୟରାମଗୁଡା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ରାୟଗଡ ବନାଞ୍ଚଳ ତରଫରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାୟଗଡ଼ରେ ଥିବା ବିଭିନ୍ନ ବିଦ୍ୟାଳୟର…

ପ୍ରକାଶ ପାଇଲା ଯୁକ୍ତ-୨ କଳା ପରୀକ୍ଷା ଫଳ: ପାସ ହାର ୮୨.୧୦%

ଛାତ୍ରଙ୍କ ପାସ ହାର ୭୫.୦୮% ଏବଂ ଛାତ୍ରୀଙ୍କ ପାସ ହାର ୮୭.୪୫% ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ଯୁକ୍ତ-୨ କଳା ସ୍ରୋତର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ…

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବା ପ୍ରଭାବିତ

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ପରିସୀମା ମଧ୍ୟରେ ନାଗପୁର ରେଳମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି 6 ରୁ 14 ଅଗଷ୍ଟ, 2022 ମଧ୍ୟରେ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ଏବଂ ଯାତ୍ରା ସମାପ୍ତ କରୁଥିବା କିଛି…

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ

ଭୁବନେଶ୍ୱର :  ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ…

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟୀତ୍ବ ଗ୍ରହଣ କଲେ ଅରବିନ୍ଦ ପାଢ଼ୀ

 କାର୍ଯ୍ୟକ୍ରମ ରୂପାୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ସହ ଦଳଗତ ମନୋଭାବ ନେଇ କାର୍ଯ୍ୟ ସଂପାଦନ ନିମନ୍ତେ ପରାମର୍ଶ  ଭୁବନେଶ୍ୱର (ଶାସକ ପ୍ରଶାସକ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି ଡ଼ଃ. ଅରବିନ୍ଦ କୁମାର ପାଢ଼ୀ | କୃଷି…

ଶିକ୍ଷକମ।ନେ ଶିକ୍ଷ।ଦ।ନକୁ ନିଜର ବ୍ରତ ଭ।ବରେ ଗ୍ରହଣ କରନ୍ତୁ: ଗଣଶିକ୍ଷ। ମନ୍ତ୍ରୀ ଶ୍ରୀ ଦ।ଶ

ଭୁବନେଶ୍ୱର :ଆଜି ପୂର୍ବ।ହ୍ନରେ ର।ଜ୍ୟ ବିଦ୍ୟ।ଳୟ ଓ ଗଣଶିକ୍ଷ। ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦ।ଶ ଭୁବନେଶ୍ୱର ସ୍ଥିତ ଲେମୋନ ଟ୍ରି ପ୍ରିମିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ର।ଜ୍ୟର ସମସ୍ତ ଜିଲ୍ଲ। ଶିକ୍ଷ। ଅଧିକ।ରୀ ଓ ଅତିରିକ୍ତ ଜିଲ୍ଲ। ଶିକ୍ଷ। ଅଧିକ।ରୀମ।ନଙ୍କ ଏକ ଦିନିକିଆ ସମିଳନୀରେ ମୁଖ୍ୟ…

ଦାରିଦ୍ର୍ୟ ସୀମାରେଖା ତଳର ମଣିଷ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ତୁମ୍ବାଅଣ୍ଢେଇସାହି ଗ୍ରାମରେ ରାମଚନ୍ଦ୍ର ଦାସ ନିଜ ସପରିବାରେ ବାସ କରନ୍ତି l ବୃତ୍ତିରେ ଜଣେ ଶ୍ରମିକ, ପରଘରେ ମୁଲଲାଗି ପରିବାରର ପେଟ ପାଟଣା ବୁଝିଥାନ୍ତି lପରିବାର କହିଲେ ୫ଜଣ ଲୋକ ନିଜର ଚାଷ ଜମିବି ନାହିଁ l ସବୁ ଜିନିଷ ପାଇଁ…

ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ କେର୍ମେଲାବାହାଲ ଠାରେ କାଉଡିଆ ସେବା ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ନୄସିଂହନାଥ ପିଠରେ ଜଳ ଉଠାଇବା ପାଇଁ କାଉଡିଆ ମାନଙ୍କ ସମାଗମ ହୋଇଥାଏ । ଶ୍ରାବଣ ମାସର ଶେଷ ସୋମବାର କାରଣରୁ ଶତାଧିକ କାଉଡିଆ ଆଖପାଖ ଅଞ୍ଚଳରୁ ଆସି ନୄସିଂହନାଥ ପିଠରୁ ଜଳ ନେଇ ନିଜ ଗାଁ ମନ୍ଦିରରେ ଜଳ ଲାଗି କରିଛନ୍ତି । ଚାପିଚାଲି କାଉଡିଆ ମାନେ…

କାଟାମାରାନ୍ ପକ୍ଷରୁ ଅଧ୍ୟକ୍ଷ ଓ ସଭାପତି ନିଯୁକ୍ତି ଘୋଷଣା

ଶ୍ରୀଯୁକ୍ତ ଏମ୍ ଡି ରଙ୍ଗନାଥ,  ଅଧ୍ୟକ୍ଷ , କାଟାମାରାନ୍ ଭୁବନେଶ୍ୱର: ଅଗ୍ରଣୀ ନିବେଶ ସଂସ୍ଥା କାଟାମାରାନ୍ ପକ୍ଷରୁ ଶ୍ରୀଯୁକ୍ତ ଏମ୍ ଡି ରଙ୍ଗନାଥଙ୍କୁ ଏହାର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଗତ ତିନି ବର୍ଷ ଧରି କଂପାନିର ସଭାପତି ଭାବେ ଶ୍ରୀ ରଙ୍ଗନାଥ ସଂସ୍ଥାର ନିବେଶ ଅଭିବୃଦ୍ଧି ଓ…

ଟିପିଏସ୍ଓଡିଏଲ୍ କଲ୍ ସେଂଟର୍ ଗ୍ରାହକ ସେବାରେ ଉନ୍ନତି ଆଣିଛି

ଯେକୌଣସି ପ୍ରଶ୍ନ ଓ ଅଭିଯୋଗ ପାଇଁ ଗ୍ରାହକମାନେ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୬୭୯୭/ ୧୯୧୨ରେ କଲ୍ କରିପାରିବେ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)…