ପୋଲିସ ପକ୍ଷରୁ ମୋବାଇଲ ଦୋକାନରେ ଚଢ଼ାଉ

ଭଞ୍ଜନଗର,/ନିଲୁ ବିଷୋୟୀ. ଆଜି ଭଞ୍ଜନଗର ଠାରେ ଥିବା ବିଭିନ୍ନ ମୋବାଇଲ ଦୋକାନ ଉପରେ ଥାନା ଅଧିକାରୀ ଧିରେସ କୁମାର ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।ବିଶେଷ କରି ଦୋକାନରେ ବେଆଇନ ସିମ କାରବାର ଉପରେ ପୋଲିସ ପକ୍ଷରୁ ଖୋଳତାଡ଼ କରାଯାଇଥିଲା।ନକଲି ଗ୍ରାହକଙ୍କ ନାମରେ ସିମ କିଣି ଏହାର…

‘ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଓଡ଼ିଶାରେ ମହିଳାଙ୍କ ସାମାଜିକ ସଶକ୍ତିକରଣ’

ରାଜ୍ୟରେ ୬୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ପାଇଁ ଓଡ଼ିଶା ସରକାର ଏବଂ ୟୁଏନ୍‌ଏଫ୍‌ପିଏ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ଭୁବନେଶ୍ୱର(ଶାସକ ପ୍ରଶାସକ) :ଓଡ଼ିଶାରେ ମହିଳାମାନଙ୍କର ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ଲିଙ୍ଗଗତ, ଆର୍ଥିକ ଓ ସାମାଜିକ ଅସମାନତାକୁ ଦୂର କରିବା ଦିଗରେ ପଦକ୍ଷେପ ନେଇ…

ଓଡିଶା ଗ୍ରାମ ବ୍ୟାଙ୍କ ରୁ ଚୋରି ଉଦ୍ୟମ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଜଗନ୍ନାଥ ପୁର ପଂଚାୟତ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଗତ କାଲି ବିଳମ୍ବିତ ରାତି ରେ ଚୋରି ଉଦ୍ୟମ ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି 'ଆଜି ବ୍ୟାଙ୍କ ଖୋଲିବା ପାଇଁ ସକାଳ ଦଶଟା ରେ ବ୍ୟାଙ୍କ ମ୍ୟାନେଜର ଆସି ଦେଖି ଥିଲେ…

ଭଞ୍ଜନଗର ପଂଚାୟତ ସମିତି ବୈଠକ ଅନୁଷ୍ଠିତ

ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ପଞ୍ଚାୟତ ସମିତି ସାଧାରଣ ବୈଠକ ପଂଚାୟତ ସମିତି ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର…

ପଞ୍ଚାୟତ ସମିତି ବୈଠକ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ "ପଞ୍ଚାୟତ ସମିତି ବୈଠକ" ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପ୍ରଶାନ୍ତ କୁମାର ମୁଦୁଲି,ସମ୍ମାନୀତ ଅତିଥି ଭାବେ ଚେୟାର ମ୍ୟାନ ମନୋଜ…

ହାତଧୂଆ ଦିବସ ପାଳିତ

ପାରାଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ବ ହାତ ସ୍ୱାସ୍ଥ୍ୟକର ତଥା ହାତଧୂଆ ଦିବସ ସ୍ଥାନୀୟ ଏସକେସିଜି ହାଇସ୍କୁଲ ଛାତ୍ରବାସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ଚିଲିକା ଡ଼ଙ୍ଗା ବୁଡି ଘଟଣା: ଆଜି ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଚିଲିକା :(ସେକ କୌଶର ): ଗତ କାଲି ଚିଲିକା ରେ ଘଟିଥିବା ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି | ସୂଚନାଯୋଗ୍ୟ ଗୋଟେ ଯାତ୍ରୀବାହୀ ଡ଼ଙ୍ଗା ମା କାଳିଜାଇ ପିଠରୁ ଫେରୁଥିବା ବେଳେ ହଠାତ ଝଡ ପବନ ହେବ ଯୋଗୁ ଡ଼ଙ୍ଗାଟି ଓଲଟି ଯାଇଥିଲା | ରେସକୟୁ ଟିମ 11 ଜଣ ଙ୍କୁ ଉଦ୍ଧାର…

ଲଉଡିଦରହା ରେ ଅଷ୍ଟ ପ୍ରହରୀ ନାମଯଜ୍ଞ

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ଲଉଡିଦରହା ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଗ୍ରାମର ଚିରାଲ ନଦୀରୁ ଏକଶହ ଏକ କଳଶ ବୁଡାଇ ନାମ ସଂକୀର୍ତ୍ତନ ମଣ୍ଡପରେ ସ୍ଥାପନ କରିଥିଲେ।ପରେ କିର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ଯଜ୍ଞ ଶୁଭାରମ୍ଭ…

ବାଣୀବିହାର ଯୁନିଭରସିଟି ହାଇସ୍କୁଲ ପରିସରରେ ” ଆକାଂକ୍ଷା ” ବହୁମୁଖୀ ସୌଧ ନିମନ୍ତେ ଭିତ୍ତିପ୍ରସ୍ତର…

ଭୁବନେଶ୍ଵର,- ୫ ଟି ଉପକ୍ରମ ଆଧାରରେ ଓଡିଶାରେ ସ୍କୁଲଗୁଡ଼ିକର ଉଲ୍ଲେଖନୀୟ ରୂପାନ୍ତରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇଚାଲିଛି l ଏଥି ନିମନ୍ତେ ସ୍କୁଲଗୁଡ଼ିକର ପୁରାତନ ଛାତ୍ରସଂଘ ବେଶ୍ ଅଣ୍ଟା ଭିଡ଼ିଛି l ରାଜ୍ୟ ସରକାର ମଧ୍ୟ ସମାନ ଅନୁପାତର ଅର୍ଥରାଶି ପ୍ରଦାନ କରୁଛନ୍ତି l ଏହି କ୍ରମରେ…

ସ୍ବର୍ଗତ ବିଜୟ ପ୍ରଧାନଙ୍କୁ ବିଜେପି ନେତୃବୃନ୍ଦଙ୍କ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି: ବୈଜୟନ୍ତ ପଣ୍ଡା ଭୁବନେଶ୍ବର, - ବରିଷ୍ଠ ବିଜେପି ନେତା ତଥା ମହାକାଳପଡାର ବିଜେପି ବିଧାୟକ ପ୍ରାର୍ଥୀ ସ୍ବର୍ଗତ ବିଜୟ ପ୍ରଧାନଙ୍କୁ ବିଜେପି ନେତୃବୃନ୍ଦ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡାଙ୍କ…