ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଗ୍ରହରାଜ ଶନିଶ୍ଚରଙ୍କ ଜଳାଭିଷେକ ଉତ୍ସବ ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଆନନ୍ଦ ଉଲ୍ଲାସର ସହ ଗ୍ରହରାଜ ଶନିଶ୍ଚରଙ୍କ ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରହରାଜ ଶନିଶ୍ଚରଙ୍କ ଜଳାଭିଭେକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଏହି ପର୍ବ ପାରମ୍ପରିକ…

ଡ଼ିଇଓ ଓ ବିଇଓଙ୍କ ସୁପାରିଶ କ୍ରମେ ବାହାବଳପୁର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ନିଯୁକ୍ତ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରୀଙ୍କ ଅଧିନରେ ରହିଥିବା ଜିଗ୍ନୀପୁର ଗ୍ରାମ ପଂଚାୟତ ବାହାବଳପୁର ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କଟକ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରିଣୀଙ୍କ ସୁପାରିଶ କ୍ରମେ ଜଣେ ଦକ୍ଷ,…

୪୭ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୪୭ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓଙ୍କ ସଭାପତିତ୍ୱରେ ବୈଠକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ…

ଶ୍ରୀମଦ ପୂଜ୍ୟ ପୂଜକ ବାବା ବଳିଆଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର,/ସୁମନ୍ତ କୁମାର ଦାସ-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଅରିଲୋ ଠାରେ ଥିବା ଶିଶୁଆଶ୍ରମ ର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀମଦ ପୂଜ୍ୟ ପୂଜକ ବାବା ବଳିଆ ଙ୍କୁ ତିର୍ତ୍ତୋଲ ବ୍ଲକ ବିଜେଡି ଉପ ସଭାପତି ସନାତନ ଦଳାଇଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା କରାଯଇଥିଲା । ବାବା…

ନିଶ୍ଚିନ୍ତକୋଇଲି ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମ ଉଦ୍‌ଯାପିତ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଓ ସମାଜସେବାମୂଳକ ଶାସନରେ ଅନୁପ୍ରାଣିତ ରାଜ୍ୟ ପଂଚାୟତିରାଜ,ଆଇନ,ପାନୀୟଜଳ,ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଯୁବ…

ରଶ୍ମିତାଙ୍କ ଟ୍ୱିଟ ପ୍ରଭାବରେ ଉଦ୍ଧାର ହେଲେ ହାଇଦ୍ରାବାଦ ରେ ଫସି ରହିଥିବା ୪ ଜଣ ଶ୍ରମିକ ।

ବରଗଡ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୂର୍ ପଞ୍ଚାୟତ ସିଆଲପାଲା ଗ୍ରାମର ର ୧୧ ଜଣ ପିଲା ହାଇଦ୍ରବାଦକୁ କାମ କରିବାକୁ ଯାଇଥିଲେ । ସେଠାରେ ମାଲିକଙ୍କ ନିର୍ଯାତନା ସହି ନ ପାରି ୭ ଜଣ ପିଲା ଫେରି ଆସିଥିଲେ ଓ ଅନ୍ୟ ୪ ଜଣ ସେଠାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ତାଙ୍କ ପିତା…

ବିଶ୍ୱର ଉଚ୍ଚତମ ରଥ ଭାବେ କେନ୍ଦୁଝର ନନ୍ଦିଘୋଷ ଗିନିଜ ରେକର୍ଡ ବୁକରେ ସ୍ଥାନିତ ।

କେନ୍ଦୁଝର(ଶାସକ ପ୍ରଶାସକ) : ନବୀନ ବାବୁଙ୍କ ଘୋଷଣା ନେଇ କେନ୍ଦୁଝର ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ କାମର ଶୁଭାରମ୍ଭ ଜିଲ୍ଲାପାଳ ଆଶିଷ ଥାକରେ ଏକ ସଭା ମାଧ୍ୟମରେ ଶୁଭ ପକେଇଛନ୍ତି । ଏହି ସଭାରେ କେନ୍ଦୁଝର ଏସପି , ଡିଏଫଓ , ସଦର ସଦର ଉପଜିଲ୍ଲାପାଳ, କେନ୍ଦୁଝର ରାଜାସାହେବ ମଂଚାସିନ ଥିଲେ ।…

ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଜଗତସିଂହପୁର/ସୁମନ୍ତ କୁମାର ଦାସ: 'ମହାପ୍ରଭୁ ଶ୍ରୀଜଗନ୍ନାଥ' ହେଉଛନ୍ତି ପ୍ରତ୍ୟେକଟି ଓଡ଼ିଆଙ୍କର ପରିଚୟ ତଥା ପରମ ଆରାଧ୍ୟ । ତାଙ୍କର ନିବାସ ‘ଶ୍ରୀମନ୍ଦିର' ହେଉଛି ସମଗ୍ର ହିନ୍ଦୁ ସମାଜର ଆସ୍ଥା, ବିଶ୍ବାସ ତଥା ସଂସ୍କୃତିର ପ୍ରାଣକେନ୍ଦ୍ର ଚାରିଧାମ ମଧ୍ୟରୁ ସର୍ବଶ୍ରେଷ୍ଠ ଧାମ ହେଉଛି…

ଗୋରୁ ବୋଝେଇ ଟ୍ରକକୁ ଜବତ କଲେ ଦେବସେନା ଓ ବଜରଙ୍ଗ ଦଳ କର୍ମକର୍ତ୍ତା

୧୪ଚକିଆ ଟ୍ରକ ସହିତ ୫୦ରୁ ଉର୍ଦ୍ଧ୍ବ ଗୋରୁ ଜବତ ମୟୁରଭଞ୍ଜରୁ ଦିପୁ ମହାପାତ୍ର : ବାଂଲାଦେଶ ଚାଲାଣ ହୋଉଥିବା ବେଳେ ମୟୂରଭଞ୍ଜର ସୀମାନ୍ତ ଅଞ୍ଚଳ ଝାରପୋଖରିଆ ଥାନା ନିକଟରେ ଗୋରୁ ଟ୍ରକକୁ ଦେବସେନା ଓ ବଜରଙ୍ଗ ଦଳ କର୍ମକର୍ତ୍ତା ଅଟକ ରଖିବା ପରେ ପୋଲିସ | ଏହା ସହିତ ଗାଡିକୁ ଜବତ କରିଛି ପୋଲିସ…

ସ୍ୱଚ୍ଛତା ଅଭିଯାନ ଦିଗରେ ସିଏସ୍‌ଆଇଆର୍ – ଆଇଏମ୍‌ଏମ୍‌ଟି : ୧୫ଦିନ ବ୍ୟାପୀ ସ୍ୱଚ୍ଛତା ଦିବସ ପାଳିତ

ଭୁବନେଶ୍ୱର: ସିଏସ୍‌ଆଇଆର୍ - ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି ପକ୍ଷରୁ ୧୫ଦିନ ଧରି ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଯାଇଛି । କ୍ୟାମ୍ପସ୍‌ର ଚିଲ୍ଡରେନ୍ସ ପାର୍କରେ ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ଏସ୍‌. ବାସୁ ଅଭିଯାନର ଶୁଭାରମ୍ଭ କରିଥିଲେ । ସମସ୍ତ…