ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର: ଦେଶରେ ଅହେତୁକ ଭାବେ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଦୃତ ଗତିରେ ବୃଦ୍ଧି ପାଉଛି। ଏନେଇ ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଏକ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଦରଦାମ…

ଡକ୍ଟର ସୁନାକର ବେହେରା ସମ୍ବର୍ଦ୍ଧିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଣାଶୁଣା ସମାଜ ସେବୀ ତଥା ମଦର ଟେରେସା ଓଡିଶା ସାକାର ରାଜ୍ୟ ଫାଉଡେସନ ର ଅଧ୍ୟକ୍ଷ ଡକ୍ଟର ସୁନକର ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ନୂଆ ଦିଲ୍ଲୀ ରେ ଆୟୋଜିତ କେନ୍ଦ୍ର ସରକାରଙ୍କ କନଷ୍ଟିଚିଉସନ କ୍ଲବ୍ ସଭା ଗୃହରେ ତାଙ୍କୁ ପ୍ରାଉଡ଼ ଇଣ୍ଡିଆ…

ରାଜ୍ୟବାସୀଙ୍କୁ ଭଣ୍ଡେଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ମୁଖ୍ୟମନ୍ତ୍ରୀ : କାଳନ୍ଦୀ ସାମଲ

ତାଳଚେର ମେଡିକାଲ କଲେଜ ସ୍ଥାପନା ପାଇଁ ଜମି ଯୋଗାଇବାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରସଙ୍ଗ ମହାନଦୀ କୋଲ ଫିଲ୍ଡର ନିଜସ୍ୱ ଜମି ତଥା କୋଇଲା ନଗରୀ ମୈାଜାର ପ୍ଲଟ ନମ୍ବର ୨୪୯, ୨୫୦ ଓ ୨୫୧ ରେ ତାଳଚେର ମେଡିକାଲ କଲେଜ ନିର୍ମିତ ହେଉଛି ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ବ୍ରଜରାଜନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ମୋଦି ସରକାରଙ୍କ ଜନକଲ୍ୟାଣ ଏବଂ ଶାସକ ବିଜେଡିର ଜନବିରୋଧୀ ଆଭିମୁଖ୍ୟ ହେବ ପ୍ରଚାରର ମୁଖ୍ୟ ପ୍ରସଙ୍ଗ ଭୁବନେଶ୍ୱର,:ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ…

ସ୍ବର୍ଗତ କର ଆକାଶବାଣୀ ଓ ଦୂର ଦର୍ଶନ ଜରିଆରେ କୋଟିକୋଟି ଓଡ଼ିଆଙ୍କ ହୃଦୟକୁ ଛୁଇଁ ପାରିଥିଲେ – ମନ୍ତ୍ରୀ ପ୍ରତାପ…

ପଦ୍ମଶ୍ରୀ ରଜତ କୁମାର କରଙ୍କ ସ୍ମୁତିରେ ସର୍ବଧର୍ମ ପ୍ରାର୍ଥନା ସଭା ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ)- ପ୍ରଖ୍ୟାତ ସାରସ୍ୱତ ସାଧକ, ଭଞ୍ଜ ସାହିତ୍ୟ ବିଶାରଦ, ଜଗନ୍ନାଥଙ୍କ ପରମ ସେବକ ପଦ୍ମଶ୍ରୀ ରଜତ କରଙ୍କ ସ୍ମୁତିରେ ଜନ୍ମମାଟି ମାହାଙ୍ଗାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ରାଜ୍ୟ…

ଜାତୀୟ କ୍ୱାନକି ଡୋ ଚାମ୍ପିଅନସିପରେ ସୁନ୍ଦରଗଡ ଜିଲ୍ଲାର ସଫଳତା ।

ରାଉରକେଲା/ବଣାଇଗଡ(ବସନ୍ତ କୁମାର ଜେନା);ଗୋଆ ସ୍ଥିତ ଡନ ବସ୍କୋ ସ୍କୁଲ ରେ ତୃତୀୟ ଜାତୀୟ କ୍ୱାନ କି ଡୋ ଚାପିଅନ ସିପ ଉଦଯାପିତ ହୋଇଯାଇଅଚ୍ଛି । ଏହି ଚାମ୍ପିଅନ ସିପ ରେ କ୍ବାନ କି ଡୋ ଫେଡେରେସନ ଅଫ ଇଣ୍ଡିଆ ଆନୁକୁଲ୍ୟରେ ୧୮ ଟି ରାଜ୍ୟ ରୁ ମୋଟ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି…

5-T ସ୍କୁଲ ଘର ରୂପାୟନ ନାଁରେ କାଟି ବିକି ଦେଲେ ଅନେକ ଗଛ।

ରାଉରକେଲା/ବଣାଇ,(ବସନ୍ତ କୁମାର ଜେନା); ଗତକାଲି ସ୍କୁଲ ଘର ନିର୍ମାଣ ନା ରେ କାଟି ନେଇ ଗଲେ ସ୍କୁଲ ରେ ଥିବା ଅନେକ  ଗଛ | ନା ଅଛି ଯଏଣ୍ଟ ଭେରୀଫିକେଶନ, ନା ବନବିଭାଗ ର ତଦନ୍ତ | ଏତେ ମାତ୍ରାରେ କିପରି ଗଛ କଟା ଗଲା ଏବଂ ଖୋଦ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଝରକା ପାଖରୁ ତା ଏବେ ପ୍ରଶ୍ନ ଥିବା…

“ନବୋଦୟ ବିଦ୍ୟାଳୟ ମେଧାବୀ ପିଲା ମାନଙ୍କ ଶିକ୍ଷାଦାନରେ ଏକ ନୂଆ ପରମ୍ପରା ତିଆରି କରିଛି”

ନବୋଦୟ ବିଦ୍ୟାଳୟକୁ ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ସାମୂହିକ ସଙ୍କଳ୍ପ ନେବା- ଧର୍ମେନ୍ଦ୍ର ପ୍ରଧାନ ଢ଼େଙ୍କାନାଳ - କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢ଼େଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ…

ବାନ୍ଦୁପାଳି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ

ବରଗଡ  : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁ ପାଳି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦାୟ କାଳିନୀ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଷ୍ଟମ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସଭା ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାଇ ଏହି ରାଷ୍ଟ୍ରୀୟ ଲୋକ…