ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ ସିଏସ୍‌ଆର ମାନ୍ୟତା

ଭୁବନେଶ୍ୱର,: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ କମ୍ପିଟିସନ୍ ସକ୍‌ସେସ ରିଭ୍ୟୁ (ସିଏସ୍‌ଆର) ପତ୍ରିକା ପକ୍ଷରୁ ଚଳିତ ବର୍ଷ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ମାନ…

ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱର ସମସ୍ୟାକୁ ସମାଧାନ କରିବା ଭାରତୀୟ ଜ୍ଞାନ ପରମ୍ପରାର ମୂଳ ଆଧାର ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସା ଦ୍ୱାରା ଲୋକତନ୍ତ୍ର ସ୍ଥାପନ ପାଇଁ ଦିଗଦର୍ଶନ ଦେଇଥିଲେ ଗାନ୍ଧିଜୀଙ୍କୁ ଶ୍ରୀମଦ୍ ଭାଗବତ ଗୀତାରୁ ହିଁ ସତ୍ୟ ଓ ଅହିଂସା ପଥରେ ଚାଲିବାର ପ୍ରେରଣା ମିଳିଥିଲା…

ଇଏ କି ପ୍ରକାର ଚାଉଳ, ପ୍ରଶାସନ ଜାଣିଛି ତ !

ଖାଉଟିଙ୍କ ଅଭିଯୋଗ ମିଳିଛି ପ୍ଲାଷ୍ଟିକ୍ ଚାଉଳ, ପାଣି ରେ ପକାଇଲେ ଚାଉଳ ଭାସୁଛି। ଖାଇଲେ ଦାନ୍ତରେ ଲାଗି ଯାଉଛି, ପେଟ ବ୍ୟଥା ହେଉଛି କଲ୍ୟାସିଂହପୁର ରୁ ପ୍ରଦିପ ଦଲାଇ:କିଛି ଦିନ ପୂର୍ବେ ଆପଣ ମାନେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ଶୁଣିଥିବେ । କିଛି…

କବି ପ୍ରେମାନନ୍ଦ ବେହେରାଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ

ପଦ୍ମପୁର: କଟକସ୍ଥିତ ସାରଳା ଭବନଠାରେ ତା.୧୫.୦୫.୨୦୨୨ରିଖ ରବିବାର ଦିନ ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ, ଅନୁଗୋଳ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ବରଗଡ଼ ଜିଲ୍ଲା ପଦ୍ମପୁରର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର…

ବାପା ମା ଚାଲିଗଲେ ,ତିନି ପ୍ରାଣୀ ଏବେ ବେସାହାରା : ପାଠ ଛାଡିଲେ, ପରିବାର ଚଳାଇବା କଷ୍ଟକର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି। ଗାଁ ଗହଳିରେ ପ୍ରଶାସନର ସଚେତନତା ଅଭାବରୁ ଅନେକ ପିଲା ଏବେ ପାଠ ପଢା ଛାଡ଼ି ବେସାହାରା ହୋଇ ଗାଁରେ ବୁଲୁଛନ୍ତି ତ ଆଉ କେତେ ଦାଦନ ଖଟିବାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ମୋହନା ବ୍ଲକ…

ସୁନ୍ଦରଗଡ ରେ ଦିନକୁ ଦିନ ଡ୍ରଗ୍ସ କାରବାର ବ୍ରୃଦ୍ଧି।

ଡ୍ରଗ୍ସ କାରବାର କରୁଥିବା ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ସ୍ଥାନୀୟ ମହିଳା। ରାଉରକେଲା/ସୁନ୍ଦରଗଡ,; ଡ୍ରଗ୍ସ କାରବାର କରୁଥିବା ସନ୍ଦେହ ରେ ଜଣେ ମହିଳା ଙ୍କୁ ପ୍ରବଳ ମାଡ ମାରିଲେ ସ୍ଥାନୀୟ ମହିଳା। ରବିବାର ସନ୍ଧ୍ୟାରେ ଏଭଳି ଦେଖିବାକୁ ମିଳିଛି ସୁନ୍ଦରଗଡ ଟାଉନ ଥାନା…

୫ ଜଣ ଡ୍ରଗ୍ସ ଚାଲାଣକାରୀ ଗିରଫ

 ବ୍ରାଉନସୁଗାର , ୮ ହଜାର ୬ ଶହ ନଗଦ ଟଙ୍କା ଓ ୨ ଟି ବାଇକ ଜବତ। ରାଉରକେଲା/ରାଜଗାଙ୍ଗପୁର(ବସନ୍ତ କୁମାର ଜେନା); ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଆଜି ୫ ଜଣ ଡ୍ରଗ୍ସ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଅଭଯୁକ୍ତଙ୍କ ନିକଟରୁ ୧୦.୬୦୦ ଗ୍ରାମ…

୫ ଜଣ ଡ୍ରଗ୍ସ ଚାଲାଣକାରୀ ଗିରଫ

 ବ୍ରାଉନସୁଗାର , ୮ ହଜାର ୬ ଶହ ନଗଦ ଟଙ୍କା ଓ ୨ ଟି ବାଇକ ଜବତ। ରାଉରକେଲା/ରାଜଗାଙ୍ଗପୁର(ବସନ୍ତ କୁମାର ଜେନା); ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ରାଜଗାଙ୍ଗପୁର ପୋଲିସ ଆଜି ୫ ଜଣ ଡ୍ରଗ୍ସ ଚାଲାଣକାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗିରଫ ଅଭଯୁକ୍ତଙ୍କ ନିକଟରୁ ୧୦.୬୦୦ ଗ୍ରାମ…

ଭୁବନେଶ୍ୱର ଠାରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିକୁ ବଢ଼ାଇବା ପାଇଁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ…

ବଂଚିତ ଯୋଗ୍ୟ ଜନଜାତି ସଂପ୍ରଦାୟକଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରନ୍ତୁୁ ରାଜ୍ୟ ସରକାର:ବଳଭଦ୍ର ମାଝୀ

ଭୁବନେଶ୍ୱର,:କେନ୍ଦ୍ର ସରକାର ଅନୁସୂଚିତ ଜନଜାତିମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଓଡ଼ିଶାର ପ୍ରାୟ ୧୭୦ସଂପ୍ରଦାୟର ଅନୁସୁଚିତ ବର୍ଗ ଲୋକଙ୍କ ପାଖରେ ପହଂଚି ପାରୁନାହିଁ । ଏହି ସଂପ୍ରଦାୟ ଲୋକମାନେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ହେବାର ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ…