ଗଜପତି ଜିଲ୍ଲାର ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟ ସମୀକ୍ଷା ସହ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପୁଟିସାହି ଠାରୁ ଲିମାରସିଙ୍ଗି ପୋଲ , କାଶୀପଦରର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଓ ଜାତୀୟ ରାଜପଥ ଠାରୁ ବ୍ରଲଣ୍ଡା ରାସ୍ତା କାର୍ଯ୍ୟର…

ଅଡାଜର ପଞ୍ଚାୟତ ରେ ଝାଡା ବାନ୍ତି ଆକ୍ରାନ୍ତ ରେ ମୃତ୍ୟୁ ପରିବାରଙ୍କୁ ଭେଟିଲେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:ଗତ ପନ୍ଦର ଦିନ ଧରି କାଶୀପୁର ବ୍ଳକର ଅଡାଜୋର ପଞ୍ଚାୟତ ରେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରଙ୍କୁ ନିଜେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠେଶ୍ଵର ମାଝୀ ଭେଟି ସେମାନଙ୍କ ପରିବାରକୁ ରାସନ ଖାଦ୍ୟ ସହ ବସ୍ତ୍ର ଦେଇଛନ୍ତି…

କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ: ଭଗୱନ୍ତ ଖୁବା

 ମୁଖ୍ୟମନ୍ତ୍ରୀ ମିଛ କୁହନ୍ତୁ ନାହିଁ କି ତାଙ୍କ ଅଫିସରମାନଙ୍କୁ ମଧ୍ୟ ମିଛ କହିବା ପାଇଁ ବାରଣ କରନ୍ତୁ ସାର ଅଭାବୀ ଖବରକୁ ବିଶ୍ୱାସ ନକରନ୍ତୁ । ନିର୍ଦ୍ଧାରିତ ଦରଠାରୁ ଅଧିକ ଦାମ ଦିଅନ୍ତୁ ନାହିଁ ଭୁବନେଶ୍ୱର: ରାଜ୍ୟ ସରକାର ଯେତେ ପରିମାଣରେ କେନ୍ଦ୍ର ସରକାରଙ୍କୁ ସାର ମାଗିଛନ୍ତି ସେହି…

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା: ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପରିଚାଳନା ନିମନ୍ତେ 563 ନୁଆ ପଦବୀ ସୃଷ୍ଟି. ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ…

ମହାନଦୀ ଜଳ ବିବାଦ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ଆଲୋଚନା

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ତରଫରୁ ମାନନୀୟ ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦିଲ୍ଲୀ ଓଡ଼ିଶା ଭବନଠାରେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ ହୋଇଥିଲା । ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ…

ହେମନ୍ତ ଥିଲେ ବୋଲି ମିଳିଲା ନୂଆ ଜୀବନ : ସାବାସ

ନାଗାବଳୀ ନଦୀର ପ୍ରଖୋର ଜଳ ସ୍ରୋତରୁ ସହସିକତାର ସହ ଗୋଟିଏ ଜୀବନ ବଂଚାଇ ପ୍ରଶଂସା ସାଉଁଟିଛନ୍ତି ଆଗ୍ନିକ ହେମନ୍ତ କୁମାର ସେଠୀ ରାୟଗଡ(ସରୋଜ ସାହୁ) : ରାୟଗଡ ସହରର ଉପକଣ୍ଠରେ ବହିଯାଉଥିବା ଖରସ୍ରୋତା ନଦୀ ନାଗାବଳୀର ପ୍ରଖୋର ଜଳ ସ୍ରୋତରେ ଫସିରହିଥିବା ଆନ୍ଧ୍ର ପ୍ରଦେଶ ଏଲୁରୁ ସହରର…

ସରକାରୀକୃତ ବନ୍ୟା ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ବନ୍ୟା ଦୁର୍ଦ୍ଦଶା ଭିତରକୁ ଠେଲିଦେଲା : ଶରତ ପଟ୍ଟନାୟକ

ଅପରିଣାମଦର୍ଶୀ ସରକାର, ଖାଲି ଚାଲିଛି ସହାୟତାର ମିଛ ପ୍ରଚାର  ୨୩ ବର୍ଷର ସରକାର ବନ୍ୟା ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ  ବନ୍ୟାରେ ଲୋକ ଭାସିଗଲେ, ସରକାରଙ୍କ ଜିରୋ କାଜ୍ୟୁଆଲଟି ମିଛ ଗପ  ସତ ସାହାସ ଥିଲେ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ଭୁବନେଶ୍ୱର  : ରାଜ୍ୟରେ ଦେଖା…

ଲୋକଙ୍କ ହିତପାଇଁ ହେଉଥିବା କାମକୁ ବନ୍ଦ କରୁଛି କିଏ

ପଦ୍ମପୁର-ପଦ୍ମପୁର ସହରର ହସପିଟାଲ ରାସ୍ତା ଏମ ଆଇ ଅଫିସ ସମ୍ମୁଖରେ ରାସ୍ତାରେ ଗାତ ହୋଇ ବର୍ଷା ପାଣି ଜମା ହେଉଥିଲା । ଫଳରେ ଯିବା ଆସିବା ସମୟରେ ଲୋକମାନେ ବହୁ ହଇରାଣ ହେଉଥିଲେ । ଲୋକମାନେ ଦୁର୍ଘଟଣା ମଧ୍ୟ ହୋଇଥିବା ଦେଖିବାକୁ ମିଲିଥିଲା । ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ…

ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ ଚକ୍ଷୁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୩୭ ତମ ଜାତୀୟ ଚକ୍ଷୁଦାନ ପକ୍ଷ (୨୫ ଅଗଷ୍ଟ ଠାରୁ ୮ ସେପ୍ଟେମ୍ବର-୨୦୨୨) ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଫରେଷ୍ଟ ଛକ ଠାରେ ଥିବା ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ…

ଏବିପିଏସ୍‍ ଭୁବନେଶ୍ୱରରେ କ୍ରୀଡା ଓ ଫିଟ୍‍ନେସ୍‍ ସପ୍ତାହ ପାଳନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ମଧ୍ୟରେ ଶାରୀରିକ କାର୍ଯ୍ୟକଳାପ ଏବଂ କ୍ରୀଡାକୁ ସଂସ୍ଥାପିତ କରିବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରିବାକୁ ଆଦିତ୍ୟ ବିର୍ଲା ପବ୍ଲକ ସ୍କୁଲ, ଭୁବନେଶ୍ୱର ୨୦୨୨ ଅଗଷ୍ଟ ୨୩ରେ ‘ହମ୍‍ ଫିଟ୍‍ ତୋ ଇଣ୍ଡିଆ ଫିଟ୍‍’ ଶୀର୍ଷକରେ…