ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ବୁଝିଲେ ଲୋକ ପ୍ରତିନିଧି

  ପନ୍ତିଖାରୀ ପଞ୍ଚାୟତରେ ମୁଖିଆଙ୍କ ସହ ପଞ୍ଚାୟତ ବିକାଶ ସମ୍ପର୍କରେ ଆଲୋଚନା କଲେ ବ୍ଳକ ଅଧ୍ୟକ୍ଷ ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବାର କିଛି ମାସ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ଲୋକ ପ୍ରତିନିଧିମାନେ ବୁଝୁଥିବା ଓ…

ସାରଦା ପ୍ରସାଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ କନକପୁରସ୍ଥିତ ବସନ୍ତ ବଗିଚା ଖେଳ ପଡ଼ିଆରେ ସପ୍ତାହ ବ୍ୟାପି ଚାଲିଥିବା ସାରଦା ପ୍ରସାଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି।ଆୟୋଜିତ ପଞ୍ଚାୟତସ୍ତରୀୟ ଟେନିସ…

ଦିବ୍ୟାଙ୍ଗ ବିବେକଙ୍କ ଦୁଃଖ ବୁଝିବାକୁ ନିବେଦନ

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ:ଗୁଣୁପୁର ବ୍ଲକ ଅନ୍ତର୍ଗତ ଚିନାସାରି ପଞ୍ଚାୟତର ଚାନ୍ଦିଘର ଗ୍ରାମର ସୁଜୟ ଶବରଙ୍କ ଦ୍ଵିତୀୟ ପୁଅ ବିବେକ ଜନ୍ମରୁ ହିଁ ଦିବ୍ୟାଙ୍ଗ ଅଟନ୍ତି। ବିବେକ ଜନ୍ମରୁ ୧୦୦ ପ୍ରତିଶତ ବିକଳାଙ୍ଗ ସାଙ୍ଗକୁ ଦୁର୍ବଳ ଶରୀର ହୋଇ ଜନ୍ମ୍ ହୋଇଥିଲେ। ଫଳରେ ସେ ସବୁବେଳେ…

କିଷାନ ପାଣି ପଞ୍ଚାୟତ ତରଫରୁ କର୍ମକର୍ତ୍ତା ଚୟନ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଶ୍ରୀ କରଣ ସାହିସ୍ଥ ରାଧା ମୋହନ ମନ୍ଦିର ଠାରେ କିଷାନ ପାଣି ପଞ୍ଚାୟତ ତରଫରୁ କର୍ମକର୍ତ୍ତା ଚୟନ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମର ଆୟୋଜନ…

ଜଗତସିଂହପୁର ଉପନିର୍ବାଚନ: ବିଜେଡି ସମର୍ଥିତକୁ ଚକମା ଦେଇ ବିଜୟ ଲାଭ କଲେ ସ୍ବାଧୂନ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧା ପଞ୍ଚାୟତ ର ୪ନମ୍ବର ୱାର୍ଡ ରେ ୱାର୍ଡ ସଭ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଉପନିର୍ବାଚନ ରେ ୩ଜଣ ପ୍ରତିଦ୍ବନ୍ଦୀ ଥିଲେ । ସେମାନଙ୍କ ମଧ୍ୟରୁ ସ୍ଵାଧୀନ ପାର୍ଥ ଦେବେନ୍ଦ୍ର ବେହେରା ୧୫୮ଖଣ୍ଡ ଭୋଟ ପାଇଥିବା ବେଳେ…

ବଣାଇ ପୋଲିସର ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ଅନଲାଇନ ଏବଂ ଫେସବୁକ ଜରିଆରେ ଠକାମି ସମ୍ପର୍କରେ ପୋଲିସ ର ଜନସାଧାରଣ ଙ୍କୁ ସଚେତନତା ରାଉରକେଲା/ବଣାଇ(ବସନ୍ତ କୁମାର ଜେନା); ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ରେ ବଣାଇ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପୁଲିସର ଦାୟିତ୍ୱ ଏବଂ ଜନସାଧାରଣଙ୍କ ଅଧିକାର ସମ୍ପର୍କରେ…

ଜଗତସିଂହପୁର ଜିଲ୍ଲାପାଳଙ୍କ ସି. ଡି. ଭି. ଓ ଙ୍କ ଅଫିସ ପରିଦର୍ଶନ ଓ ସମୀକ୍ଷା ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସିଡିଭିଓଙ୍କ ପରିଦର୍ଶନ ସହିତ ବିଭିନ୍ନ ବ୍ଲକରୁ ଆସିଥିବା ବ୍ଲକ ପ୍ରାଣିଚିକିତ୍ସା ଅଧିକାରୀ ଓ ପ୍ରାଣୀଚିକିତ୍ସକମାନଙ୍କ ସମୀକ୍ଷା ବୈଠକରେ ଯୋଗଦାନକରି ପ୍ରାଣିଧନ କେନ୍ଦ୍ରଗୁଡିକର ଗୃହ ମରାମତି, ବିଦ୍ୟୁତ…

ପ୍ରତ୍ୟକ୍ଷ ରାଜନୀତି ପାଇଁ ଆଗ୍ରହୀ ନବନୀତା

ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନ୍ୟ ଜଣେ ଦାୟାଦ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ମହାରାଜା ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଗଠନର ଅନ୍ୟତମ ପ୍ରମୁଖ କର୍ଣ୍ଣଧାର ସ୍ବର୍ଗତ ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅନ୍ୟଜଣେ ଦାୟାଦ…

ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଳାନ୍ତକ ଟୀକା ଗୃହ ଉଦଘାଟନ ଓ ୪ ଗୋଟି ବ୍ଳକର ଲୋକେ ପାଇବେ ସୁବିଧା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ; ଗଜପତି ଜିଲ୍ଲାର ଆଦର୍ଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ଠାରେ ଜଳାନ୍ତକ ରୋଗର ନିରାକରଣ ପାଇଁ ଟୀକା ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ଗୃହର ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମହାମାରୀ…

ଗୋଟିଏ ରାତିରେ ୪ଜଣଙ୍କ ଘରୁ ଚୋରୀ

ଭଞ୍ଜନଗର, : ଦିନକୁ ଦିନ ଭଞ୍ଜନଗର ଥାନା ଅଞ୍ଚଳରେ ଚୋରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଗତ କିଛି ଦିନ ବ୍ୟବଧାନରେ ଭଲିଆଖାଇ ଗ୍ରାମରେ ଦୁଇ ଦୁଇଥର ଏକାଧିକ ଘରୁ ଚୋରୀ ହୋଇଥିବା ବେଳେ ପୋଲିସ ଚୋର ଧରିବାରେ ସଫଳ ହୋଇ ପାରିନାହିଁ। ପୁଣିଥରେ ଶନିବାର ରାତିରେ ଗୁରାବାଡ଼ି ଗ୍ରାମରେ ୪ଜଣଙ୍କ ଘରୁ…