ଜଗତସିଂହପୁର ସ୍ଥାନୀୟ ଦେ ଭୋଗରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ସୁଚନା ଅନୁଯାୟୀ ୧୩ ନମ୍ୱର ଔଡ୍ ଦେ ଭୋଗର ଜଣେ ବନିଆ କାଣ୍ଡି ନାମକ ଜଣେ ବ୍ୟକ୍ତି ପୂର୍ବରୁ ତାଙ୍କ ଭାଇ ବୋହୂ ବିଧବା ମହିଳା ଲିନା କାଣ୍ଡିକୁ ଜବର ଦସ୍ତ ବାହା ହେବାକୁ କହି ଆକ୍ରମଣ ଅତ୍ୟାଚାର ନିର୍ଯ୍ୟାତନା ଦିଏ ଲିନା ଏହି ଘଟଣା ନେଇ ଜଗତସିଂହପୁର ଥାନାରେ…