ବରତୁଣ୍ଡାରେ ନୂଆଁଖାଇ ଭେଟଘାଟ।
ପଦ୍ମପୁର- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ବରତୁଣ୍ଡା ହାଇସ୍କୁଲ ପଡିଆ ରେ ରବିବାର ଦିନ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘ ଓ ଗନ୍ଧମାର୍ଦନ କଳାକାର ମହାସଂଘ ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ…