ରାଜ୍ୟରେ କୃଷି ଯାନ୍ତ୍ରିକୀକରଣକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି: କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ
କୃଷି ଶିଳ୍ପ ନିଗମ କାର୍ଯ୍ୟାବଳୀର ସମୀକ୍ଷା ବୈଠକ
ଭୁବନେଶ୍ୱର: କୃଷି ଯାନ୍ତ୍ରିକୀକରଣ ଦିଗରେ ଓଡ଼ିଶା କୃଷି ଶିଳ୍ପ ନିଗମର ପ୍ରମୁଖ ଭୂମିକା ରହିଛି । କୃଷି ଯାନ୍ତ୍ରିକୀକରଣର ଲାଭ ଏବଂ ରାଜ୍ୟ ସରକାର କୃଷି ଉପକରଣରେ ଚାଷୀମାନଙ୍କୁ ପ୍ରଦାନ କରୁଥିବା ପ୍ରୋତ୍ସାହନ ଓ ରିହାତି ଯେମିତି…