୭୦୦ ଗ୍ରାମର ଅପରିପକ୍ୱ ନବଜାତ ଶିଶୁକୁ ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରରେ ମିଳିଲା ନୂଆ ଜୀବନ
ଭୁବନେଶ୍ୱର: ବହୁ ପ୍ରକାର ସମସ୍ୟା ଥବା ଏକ ୭୦୦ ଗ୍ରାମର ଅପରିପକ୍ୱ ନବଜାତ ଶିଶୁର ଜୀବନ ରକ୍ଷା କରିଛନ୍ତି ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରର ଏନ୍ଆଇସିୟୁ ଟିମ୍ । କିଭଳି ଏହି ନବଜାତ ଶିଶୁର ଜୀବନକୁ ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରର ମେଡିକାଲ୍ ଷ୍ଟାଫ୍ ରକ୍ଷା କରିଥିଲେ ତାହା ବର୍ଣ୍ଣନା…