“ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ବିଶ୍ୱାସଘାତ”
ରାଷ୍ଟ୍ର ବିରୋଧି - ଯୁବ ବିରୋଧି ଅଗ୍ନିପଥ ଯୋଜନାକୁ ମୋଦି ତୁରନ୍ତ ପ୍ରତ୍ୟାହାର କରନ୍ତୁ – ସଚ୍ଚିନ ସାୱନ୍ତ
ଭୁବନେଶ୍ୱର - ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ । ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ…