ମାଟ୍ରିକ ପାସ୍ କଲେ ବିଧାୟକ ଅଙ୍ଗଦ କହଁର
ଘୁ.ଉଦୟଗିରି(ଗଗନ କୁମାର ପ୍ରାଧାନ); ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ୍ କରିଛନ୍ତି । ସେ ବି-୧ ଗ୍ରେଡ୍ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ବିଧାୟକ ଅଙ୍ଗଦ କହଁର ମୋଟ୍ ୫୦୦ ମାର୍କରୁ ୩୬୪ ମାର୍କ ରଖିଛନ୍ତି l ଯାହାକି ମୋଟ୍ ମାର୍କର ୭୨ ପ୍ରତିଶତ । ବିଧୟାକ ଚଳିତ ୨୦୨୨…