ପରିବା ଦୋକାନରେ ନିଆଁ ଲାଗି ଦୋକାନ ନଷ୍ଟ
ଚିଲିକା/ଖୋର୍ଦ୍ଧା :-(ସେକ୍ କୌଶର୍)ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍ ଏସି ବଜାର ସାହିରେ ଜଣେ ପରିବା ବେବସାୟୀ ଙ୍କ ଦୋକାନରେ ବିଦୁତ୍ ଖୁଣ୍ଟରୁ ସର୍ଟ ସର୍କିଟ ହୋଇ ଦୋକାନ ରେ ନିଆଁ ଲାଗି ସମ୍ପୂର୍ଣ ଭାବରେ ଦୋକାନ ଟି ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ତଳ ସାହିର…