“ଲୁଚିଛି ନା ଗୋଡ ଦିଟା ଦିଶୁଛି : ଧରାପଡିଲା ବିଜେପିର କୃଷକଙ୍କ ପାଇଁ ମିଛ ଦରଦ”
https://youtu.be/awkJl19bppg
ତୋମାରଙ୍କ ଟୁଇଟ୍ ଜବାବ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର
"କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟୁଇଟ୍ରୁ ସ୍ପଷ୍ଟ ହେଲା; କେନ୍ଦ୍ର ସରକାରଙ୍କ ପାଖରେ ଅଟକି ରହିଥିଲା ଫସଲ ବୀମା"
ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର…