ଅଙ୍ଗଦାନ ମାଧ୍ୟମରେ ଜଣେ ବ୍ୟକ୍ତି ଆଠଟି ଜୀବନ ରକ୍ଷା କରିପାରିବ: କିମସ୍ ବିଶେଷଜ୍ଞ

ଭୁବନେଶ୍ୱର,୧୩/୮: ଗୋଟିଏ ବ୍ୟକ୍ତି ଅଙ୍ଗ ଦାନକଲେ ଅତିକମ୍‌ରେ ଆଠଟି ଜୀବନ ରକ୍ଷା ହୋଇପାରିବ ବୋଲି କିମସ ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ନିକୁଞ୍ଜ କିଶୋର ରାଉତ କହିଛନ୍ତି। ଅଗଷ୍ଟ ୧୩ ତାରିଖ ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଡା ରାଉତ କହିଛନ୍ତି ଅଙ୍ଗଦାନ କ୍ଷେତ୍ରରେ…

ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ

ଚୁଲିରେ ପାଣି ପଶିବାରୁ ଶୁଖିଲା ଖାଦ୍ୟ ଖାଇ ରହିବାକୁ ପଡୁଛି ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଶୁକ୍ରବାର ଓ ଶନିବାର ୨ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବା ବେଳେ ଚାରିଆଡ ଜଳର୍ଣ୍ଣବ ହୋଇପଡିବା ସହିତ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି ।…

ସରକାର ଙ୍କ ବିଭିନ୍ନ ଯୋଜନାରେ ଭିନ୍ନକ୍ଷମ ଙ୍କ ପ୍ରତି ପ୍ରଶାସନର ଅଣଦେଖା ଅଭିଯୋଗ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ରାଜ୍ୟ ତଥା କେନ୍ଦ୍ର ସରକାର ଦଳିତ, ଭିନ୍ନକ୍ଷମ, ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଜନ କଲ୍ୟାଣ କରି ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି l କିନ୍ତୁ ଅନଭିଜ୍ଞ ଅଧିକାରୀ, ଖଳ ପ୍ରକୃତିର କୁଜି ନେତାଙ୍କ ପାଇଁ ତାହା ସଫଳ ରୂପାୟନ…

ରଘୁନାଥପୁରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଜାମୁଗାଁ ପଞ୍ଚାୟତର ରଘୁନାଥପୁର ଗ୍ରାମରେ ଏକ ନିଆରା ପରମ୍ପରା କ୍ରମରେ ତିନି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଗ୍ରାମକୁ ଫେରିଥିବାରୁ ଗ୍ରାମର ଯୁବକ ତରଫରୁ ଆନ୍ତର୍ଜାତୀୟ ଯୁବ ଦିବସରେ ଆଜି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l ରାଜ୍ୟର…

ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଭଞ୍ଜନଗର ଅଞ୍ଚଳରେ ବିଜେପିର ବାଇକ ଶୋଭାଯାତ୍ରା

ଭଞ୍ଜନଗର:. ଦେଶ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଦେଶ ବ୍ୟାପି ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି।ଯାହା ଫଳରେ ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବା ନିମନ୍ତେ ସରକାର ସ୍ଥିର କରିଛନ୍ତି।ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସର ରେ ଅଗଷ୍ଟ ୧୩…

ଜଗତସିଂହପୁର ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବାପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧକ୍ଷତାରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ” ହର ଘର ତ୍ରିରଙ୍ଗା”…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ '' ହର ଘର ତ୍ରିରଙ୍ଗା'' ଅଭିଯାନ ପାଳିତ ହୋଇଯାଇଛି। ପ୍ରଥମେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଭାରତ ଦେଶ ପ୍ରତି ଆମର ସମ୍ମାନ , କର୍ତ୍ତବ୍ୟ ଏବଂ…

ବିଦ୍ୟାଳୟର ନୂତନ ଗୃହ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ : ଆଜି ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅଧିନସ୍ଥ ପାମ୍ପଡ଼ା ପ୍ରାଥମିକ ବିଦ୍ୟାଳୟର ନୂତନ ଗୃହ ପ୍ରତିଷ୍ଠା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର…

ବିପଦ ସଙ୍କେତ ଉପରେ ବୈତରଣୀ ବନ୍ୟା ପରିସ୍ଥିତି ବୁଲି ଦେଖିଲେ ଜିଲ୍ଲାପାଳ ।

ଭଦ୍ରକ,ସୀତାକାନ୍ତ ପାଢ଼ୀ -:ଭଦ୍ରକ ଜିଲ୍ଲାରେ ଲଘୁ ଚାପଜନିତ  ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ପ୍ରବାହିତ ସାଳନ୍ଦୀ, ବୈତରଣୀ ଏବଂ ଏହାର ଶାଖା ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀ ର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ, ଶନିବାର ଜଳସ୍ତର  ସକାଳ ୮ ଟା…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମିଶନ ଶକ୍ତି ମା’ମାନେ

ହର୍‌ ଘର ତି୍ରରଙ୍ଗା ଅଭିଯାନ ପାଇଁ ମିଶନ ଶକ୍ତି ମା’ମାନଙ୍କ ଦ୍ୱାରା ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ ଭୁବନେଶ୍ୱର,(ଶାସକ ପ୍ରଶାସକ): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍‌ ଘର ତି୍ରରଙ୍ଗା’ ଅଭିଯାନ ଜୋରଦାର ହେବାରେ ଲାଗିଛି । ୧୩ରୁ ୧୫ ଅଗଷ୍ଟ ୨୦୨୨…