ପାଇପ ଚୋରି ଘଟଣା : ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ l
(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) ବିଳମ୍ବିତ ରାତ୍ରିରେ ମେଘା ପ୍ରୋଜେଟ ପାଣି ପାଇପଚୋରି ଘଟଣାରେ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର୍ ଫାଣ୍ଡି ନାହଂଗ ପଞ୍ଚାୟତରୁ । ମେଘା ପ୍ରୋଜେଟ ପାଇପ ଚିତ୍ତରଂଜନ …