ଓଡିଶା ସରକାରଙ୍କୁ କିଏ ଚଳାଉଛି, ତାହା ଜଣା ପଡୁନାହିଁ : ନଡ୍ଡା
ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ
କନ୍ଧମାଳର ତୁମୁଡିବନ୍ଧ ଏବଂ ପୁରୀ ଲୋକସଭା ଅନ୍ତର୍ଗତ ବାଣପୁରଠାରେ ଅନୁଷ୍ଠିତ ସାଧାରଣ ସମାବେଶକୁ କରିଲେ ସମ୍ବୋଧନ
ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଓ କେମିତି ହଜିଲା, ଜବାବ୍ ରଖନ୍ତୁ ନବୀନ ପଟ୍ଟନାୟକ…