ମେନ୍ ଅଫ ପ୍ଲାଟିନମ୍ କ୍ରିକେଟ ତାରକା କେଏଲ୍ ରାହୁଲଙ୍କ ସହିତ ସହଯୋଗିତାକୁ ସୁଦୃଢ କଲା
ଭୁବନେଶ୍ୱର: ଆହ୍ୱାନମୂଳକ ପରିସ୍ଥିତିର ସମ୍ମୁଖୀନ ହେବା ସମୟରେ ଆତ୍ମବିଶ୍ୱାସ ଏବଂ ଅଦମ୍ୟ ସାହସ ପ୍ରଦର୍ଶନ କରୁଥିବା ଖୁବ୍ କମ ଲୋକ ଅଛନ୍ତି । ଏମାନେ ହେଉଛନ୍ତି ସେହିଭଳି ବ୍ୟକ୍ତିତ୍ୱ ଯେଉଁମାନେ ସବୁ ପରିସ୍ଥିତିରେ ସେମାନଙ୍କର ମୂଲ୍ୟବୋଧରେ ଅପରିବର୍ତ୍ତିତ ରହିଥାନ୍ତି । ସେଭଳି କରିବା…