ବାସୁଦେବପୁର ବିଜେଡ଼ିର ବିଶାଳ ପଦଯାତ୍ରା

 ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବାସୁଦେବପୁର ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବାସୁଦେସବପୁର ରେ ସ୍ଥାନୀୟ ଯାଦବ ପଡିଆ ଠାରେ ଆୟୋଜିତ ସଭାରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ,ଓ ବାସୁଦେବପୁର ବିଜୁ ଜନତା ଦଳ…

ନିଯୁକ୍ତ ହେଲେ ବୋର୍ଡ ନିଗମ ଅଧ୍ୟକ୍ଷ-ଉପାଧ୍ୟକ୍ଷ ଓ ବିଭାଗୀୟ ପରାମର୍ଶଦାତା

ଅମରେଶ, ଚିନ୍ମୟ, ସତ୍ୟବ୍ରତ, ସଂଗ୍ରାମ, ମିନତୀ, ଦେବାଶିଷ ଓ ଅନୁଭବ ବଜାୟ ରଖିଲେ ପୂର୍ବ ପଦ ଲେନିନ, ବିଜୟ, ଶ୍ରିମୟୀ ପ୍ରମୁଖ ପରିବର୍ତ୍ତିତ ସଂସ୍ଥାରେ ପୁନଃ ଅବସ୍ଥାପିତ ଚ୍ୟାଉପଟ୍ଟନାୟକ ଓ ପଟଶାଣୀଙ୍କୁ ରାଜ୍ୟ ଯୋଜନା ବୋର୍ଡରେ ସଦସ୍ୟ ଭାବେ କ୍ୟାବିନେଟ ପାହ୍ୟା…

ଜଗତସିଂହପୁରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସ ଜଗତସିଂହପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ଅଧ୍ୟକ୍ଷତାରେ…

ଧାମନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହେଲେ ସୂର୍ଯ୍ୟବଂଶୀ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ଜିଲ୍ଲା ଯୁବମୋର୍ଚ୍ଚାରେ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ସୂର୍ଯ୍ୟବଂଶୀ ସୂରଜ | ସୁରଜ ରାଜନୀତିରେ ସକ୍ରିୟ ରହିବା ସହ ବାପାଙ୍କ ନିର୍ବାଚନ ପ୍ରଚାର ତଥା…

ଭାରତର ପ୍ରଥମ କମ୍ପାନୀ ଭାବେ ଟାଟା ଷ୍ଟିଲ ମାଇନିଂର ଦାୟିତ୍ୱବାନ କ୍ରୋମିୟମ୍ ସ୍ୱୀକୃତି ହାସଲ

 ଅନ୍ତର୍ଜାତୀୟ କ୍ରୋମିୟମ୍ ବିକାଶ ସଂଘ(ଆଇସିଡିଏ) ଦ୍ୱାରା ସ୍ୱୀକୃତି ପ୍ରଦାନ ଇକୋଭେଦିସ ସିଲଭର ଷ୍ଟାଟସ୍ ସହିତ କମ୍ପାନୀର ଏହି ସ୍ୱୀକୃତି ହାସଲ  ସୁକିନ୍ଦା : ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) ଅନ୍ତର୍ଜାତୀୟ କ୍ରୋମିୟମ୍ ବିକାଶ ସଂସ୍ଥା (ଆଇସିଡିଏ) ଠାରୁ…

ଉତ୍କଳମଣିଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଭାବପୂର୍ବ ଶ୍ରଦ୍ଧାଞ୍ଜଳି

https://youtu.be/8YZn5UC25mU ଭୁବନେଶ୍ୱର : ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, ଅନନ୍ୟ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଣାଇଛନ୍ତି ଭାବପୂର୍ବ ଶ୍ରଦ୍ଧାଞ୍ଜଳି । ମୁଖ୍ୟମନ୍ତ୍ରୀ ଉତ୍କଳ ଙ୍କ…

ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣି ଙ୍କ ୧୪୦ ତମ ଜୟନ୍ତୀ ଉତ୍ସବ l

ଭୁବନେଶ୍ୱର/ ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ: ସାରା ଓଡିଶା ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଯାହାଙ୍କ ନୂତନ ଗୀତିନାଟ୍ୟ ଶୈଳୀ ର ଭାବ, ଭାଷା, ଚରିତ୍ର, ସଂଗୀତ ଓଡ଼ିଆ ଯାତ୍ରା ସାହିତ୍ୟରେ ସଂସ୍କାର ଆଣିପାରିଛି ସିଏ ହେଉଛନ୍ତି ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣି l ସେହି…

”ରଙ୍ଗ ବେରଙ୍ଗ” ଏବଂ ମହିଳା ଅନୁଷ୍ଠାନ ”ପ୍ରଗତି” ମିଳିତ ଆନୁକୁଲ୍ୟରେ ”କୁମାର…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର , ପାରଳାଖେମୁଣ୍ଡି ଆନୁକୁଲ୍ୟରେ ପୁରାତନ ଅନୁଷ୍ଠାନ ''ରଙ୍ଗ ବେରଙ୍ଗ'' ଏବଂ ମହିଳା ଅନୁଷ୍ଠାନ ''ପ୍ରଗତି'' ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷର ''କୁମାର ଉତ୍ସବ'' ମହାସମାରୋହରେ ପାଳିତ ହୋଇଯାଇଛି।…

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଓ ବିଂଝାଲ ସମାଜ ତରଫରୁ ଦିବଙ୍ଗତ ବିଧାୟକ ଙ୍କୁ ଶ୍ରଦ୍ଧାଞ୍ଜଳୀ

ବରଗଡ :- ଛାତ୍ର ଜୀବନ ରୁ ବିଭିନ୍ନ ଆନ୍ଦୋଳନ ସହିତ ପ୍ରତକ୍ଷ ଭାବରେ ଜଡିତ ରହି ଲୋକଙ୍କ ଅତି ପ୍ରିୟ ନେତା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାଞ୍ଚ ଥର ବିଧାୟକ ହୋଇଥିବା ବାରିଷ୍ଟ ନେତା , ବିଜୁ ଜନତା ଦଳର ଜିଲ୍ଲା ସଭାପତି , ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ପଦ୍ମପୁର ବିଧାୟକ…

୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨ ପାଇଁ ଜାତୀୟ ସମର୍ଥନକାରୀଙ୍କ ନାମ ଘୋଷିତ

ଭୁବନେଶ୍ୱର : ଏଆଇଏଫ୍‌ଏଫ୍ ଅଧ୍ୟକ୍ଷ କଲ୍ୟାଣ ଚୌବେ, ଫିଫା ଡାଇରେକ୍ଟର ଅଫ୍ ୟୁଥ୍ ଟୁର୍ଣ୍ଣାମେଂଟ୍‌ସ ଜାମି ୟାର୍‌ଜା ଓ ଏଆଇଏଫ୍‌ଏଫ୍ ସେକ୍ରେଟାରୀ ଜେନେରାଲ ଡଃ ସାଜି ପ୍ରଭାକରନ୍‌ଙ୍କ ଉପସ୍ଥିତିରେ ଓଡିଶା ଟୁରିଜିମ୍‌, ହିରୋ ମୋଟୋକର୍ପ, ଏନ୍‌ଟିପିସି ଲିମିଟେଡ୍‌, ପାୱାର ଗ୍ରିଡ୍ କର୍ପୋରେଶନ…