ଆମ୍ରି ହସପିଟାଲରେ ମସ୍ତିଷ୍କ ମୃତ୍ୟୁ ଓ ଅଙ୍ଗଦାନ ସି.ଏମ୍.ଇ ତଥା କର୍ମଶାଳା ଆୟୋଜିତ
ଅଧିବେଶନରେ ଯୋଗଦେଲେ ଖ୍ୟାତନାମା ଡାକ୍ତର ଓ ବିଶେଷଜ୍ଞମାନେ ବୈଜ୍ଞାନିକ
ଭୁବନେଶ୍ୱର: ଭାରତର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତଖାନାର ୧୦୦ରୁ ଅଧିକ ଡାକ୍ତର ଓ ବୃତିଗତ ପେଶାଦାରଙ୍କ ଅଂଶଗ୍ରହଣରେ ଆମ୍ରି ହସପିଟାଲସ,ଭୁବନେଶ୍ୱରଠାରେ ମସ୍ତିଷ୍କ ମୃତ୍ୟୁ ଓ ଅଙ୍ଗଦାନ ଉପରେ ଜାତୀୟସ୍ତରୀୟ ଉଗଋ…