ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ତରଫରୁ ସ୍ୱତନ୍ତ୍ର ଷ୍ଟଲ୍
ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କୁ ସୁବିଧାରେ ଯାତ୍ରା ବୁଲିବାକୁ କରାଯାଉଛି ହ୍ଵିଲଚେୟାର ବ୍ୟବସ୍ଥା
ଭୁବନେଶ୍ଵର: ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ତରଫରୁ ଏକ ଷ୍ଟଲ୍ ସ୍ଥାପନା କରାଯାଇଛି । ଏହି ଷ୍ଟଲ୍ ମାଧ୍ୟମରେ ଓଡ଼ିଶା-ମୋ ପରିବାର ସାମାଜିକ ପ୍ରତିବଦ୍ଧତାର…