ଜୟନାରାୟଣଙ୍କୁ ତୁରନ୍ତ ବିରୋଧିଦଳ ନେତା ପଦରୁ ହଟାଉ ବିଜେପି: ବିଜେଡି
କର୍ତ୍ତବ୍ୟରତ ମହିଳା ପୁଲିସ୍ଙ୍କୁ ଜୟନାରାୟଣଙ୍କ ଆକ୍ରମଣ
ଜୟନାରାୟଣ ତୁରନ୍ତ କ୍ଷମା ମାଗିବାକୁ ଦାବି କଲା ବିଜେଡି
ବିଜେପିର ମହିଳାଙ୍କୁ ସମ୍ମାନର ଅସଲ ଚିତ୍ର ସମସ୍ତେ ଦେଖୁଛନ୍ତି
ଭୁବନେଶ୍ୱର,: ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍ ଅଧିକାରୀଙ୍କୁ ସର୍ବସମ୍ମୁଖରେ…