ସୋଆ ଛାତ୍ରୀ ଓଜେଏସ୍ ଟପ୍ପର: କୃତି ଛାତ୍ରଛାତ୍ରୀଙ୍କୁ ସୋଆରେ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଚଳିତ ବର୍ଷ ଓଡିଶା ନ୍ୟାୟିକ ସେବା( ଓଡିଶା ଜୁଡିସିଆଲ୍ ସର୍ଭିସ୍) ରେ ଟପ୍ପର ହୋଇଥିବା ସୋଆର ଛାତ୍ରୀ ଆଦ୍ୟାଶା ମିଶ୍ରଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର(ଡକ୍ଟର) ମନୋଜରଂଜନ ନାୟକ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି ।ଚଳିତ ବର୍ଷ ଓଜେଏସ୍ରେ ଟପ୍ପର ହୋଇଥିବା…