ଆଜି ସକାଳୁ ପାଇକମାଲ ସମ୍ପୂର୍ଣ୍ଣ ବନ୍ଦ

https://youtu.be/fHcs2KV-smc 48 ଘଣ୍ଟା ବନ୍ଦ ର ପ୍ରଭାବରେ ଖାଁ ଖାଁ ପାଇକମାଲ ବରଗଡ :- ଚାରି ଦଫା ଦାବି ନେଇ ପାଇକମାଲ ବନ୍ଦ କୁ ସ୍ୱତଃ ସମ୍ମର୍ଥନ ରେ ପାଇକମାଲ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ସ୍ୱଭାଭିକ ଥିବା ବେଳେ ଅତ୍ୟାବଶ୍ୟକୀୟ ସେବା କୁ ବନ୍ଦ ରୁ ବାଦ…

ନାମାଙ୍କନ ପୂର୍ବରୁ ବୁଢାରାଜା ଙ୍କର ଆଶୀର୍ବାଦ ଭିକ୍ଷା କଲେ ବର୍ଷା

ବୁଢାରାଜା ଙ୍କର ପ୍ରଡି ବିଜୟ ବାବୁ ଙ୍କର ରହିଥିଲା ଗଭୀର ଶ୍ରଦ୍ଧା ଓ ବିଶ୍ୱାସ ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଥିବା ଉପନିର୍ବାଚନ ନାମଙ୍କନ ର ଆଜି ଶେଷ ତାରିଖ । ଆଜି ନିଜର ନାମଙ୍କନ ଦାଖଲ କରିବା ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା…

ଓଡ଼ିଶା ବିଜେପିର ଚାଷୀ ବିରୋଧୀ ମନୋଭାବ ପଦାରେ ପଡିଛି: ବିଜେଡି

 ଚାଷୀଙ୍କ ଫସଲ ବୀମାକୁ ବିରୋଧ କରୁଥିଲା ବିଜେପି  ଏବେ ଇନପୁଟ ସବସିଡିକୁ ବିରୋଧ କରୁଛି ବିଜେପି ଭୁବନେଶ୍ୱର,: ଓଡ଼ିଶା ବିଜେପିର ଚାଷୀ ବିରୋଧୀ ମନୋଭାବ ଏବେ ପଦାରେ ପଡିଯାଇଛି । ଏହା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ । ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ

ରାଜ୍ୟସ୍ତରୀୟ ଶିଶୁ ଦିବସ ଉଦଯାପନୀ ସମାରୋହ ଶିକ୍ଷାରେ ଉତ୍କର୍ଷ ପାଇଁ 5T ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ ପାଇଁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷାଣ ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ ପାଇବେ ପୁରସ୍କାର   ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5T…

ଜାତୀୟ ପ୍ରେସ ଦିସବ ପାଳିତ

ଖୋରଧା-- ଜାତୀୟ ପ୍ରେସ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ "ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା" ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଭାରତ ଭଳି ଗଣତାନ୍ତ୍ରିକ…

ଅଲ୍ ଓଡିଶା ଇ.ପି.ଏଫ ପେନସନ୍ ବୃଦ୍ଧି ପାଇଁ ପ୍ରତିବାଦ ଦିବସପାଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:  ଅଲ ଓଡିଶା ଇ.ପି.ଏଫ ପେନସନ୍ସ ପାଳନ ସଂଘ ଜଗତସିଂହପୁର ଜିଲ୍ଲା ଶାଖା ଆନୁକୂଲ୍ୟରେ ଏକ ଶ୍ରମିକ ସମାତବସ ହୋଇଥିଲା l ପେନସନର ଭୋଗୀକର ମାସିକ ଟ.୧୦୦୦ ଟଙ୍କାରୁ ମାସିକ ଟ.୯୦୦୦ ଟଙ୍କାକୁ ବୃଦ୍ଧି ସହ ମହଙ୍ଗା ଭର୍ତ୍ତା ପ୍ରଦାନ ଏବଂ ସାମାଜିକ ସୁରକ୍ଷା,ବରିଷ୍ଠ…

ଜଗତସିଂହପୁରଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ପାଳିତ ହୋଇଯାଇଛି l ଏହି ଦିବସରେ ଅଧ୍ୟକ୍ଷତାକରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜାତୀୟ ପ୍ରେସ ଦିବସ ଅବସରରେ ସମସ୍ତ ଗଣମାଧ୍ୟମ…

ଖଇରା ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

 ଖଇରା (ବୁଲୁ ଲେଙ୍କା) ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନ ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକାଦଶ ପର୍ଯ୍ୟାୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହି ପ୍ରଦୀପ ଜାଳି ଉଦଘାଟନ କରିଥିଲେ । ଏହି ସଭାରେ ଖଇରା ବ୍ଲକ୍…