ବରିଷ୍ଠ ନାଗରିକଙ୍କ କାଳିଆ ଦର୍ଶନ ଯାତ୍ରା
ନୟାଗଡ,୨୦/୨:ନୟାଗଡ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପ୍ରାୟୋଜିତ କାଳିଆଦର୍ଶନ, ଯାତ୍ରା ରେ ୧୦୮ ଜଣ ବରିଷ୍ଠ ନାଗରିକ ଆଜି ସକାଳୁ ଟ୍ରେନ ଯୋଗେ ପୁରୀ ଯାତ୍ରା କରିଛନ୍ତି। ପୁରୀରେ ପହଂଚି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଅବଢ଼ା ସେବନ କରିଥିଲେ।ଏହା ପରେ ସମୁଦ୍ରକୂଳରେ ଏକ ସ୍ୱତନ୍ତ୍ର…