ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଉଡାନ୍ ୨୦୨୩ରେ କୃଷକ ଓ ବୈଜ୍ଞାନିକଙ୍କ ସମାବେଶ, କୃଷିରେ ନବସୃଜନ ଉପରେ ଆଲୋଚନା

ଭୁବନେଶ୍ୱର/ ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇଦିନିଆ ଗୋଷ୍ଠୀ ସଂପୃକ୍ତି ସମ୍ପର୍କ କାର୍ଯ୍ୟକ୍ରମ ଉଡାନ୍‌ର ଉଦଯାପନୀ ଦିବସରେ ଜଳବାୟୁ ସ୍ଥିରତା କୃଷିରେ ନବସୃଜନ ଉପରେ ଆଲୋଚନା କରିବା ଲାଗି କୃଷକ ଓ ବୈଜ୍ଞାନିକଙ୍କ ସମାବେଶ ହୋଇଥିଲା ।ଗଂଜାମ ଜିଲ୍ଲା…

ବିଭିନ୍ନ ପ୍ରସଙ୍ଗରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ତହସିଲଦାର ଙ୍କୁ ଦାବିପତ୍ର

 ବରଗଡ :- ବରଗଡ ଜିଲ୍ଲା ପାଇକମାଳ ବ୍ଲକ ରାଜବୋଡାସମ୍ବର୍ କୃଷକ ସଂଗଠନ ର ସଭାପତି ଶ୍ରୀ ନନ୍ଦଲାଲ ତ୍ରିବେଦୀ ଙ୍କ ନେତୃପ୍ତ ରେ ପାଇକମାଳ ବ୍ଲକ ଚାଷୀ ପ୍ରତିନିଧି ମଣ୍ଡଳୀ ବିଦ୍ୟୁତ୍ ବିଲ , ଇନ୍ ପୁଟ ସବସିଟି , ଇନ୍ସୁରେନ୍ସ ପ୍ରସଙ୍ଗରେ ଦାବିପତ୍ର ଦେଇ ଆଲୋଚନା କରିଥିଲେ।ପାଇକମାଳ ଏକ ଚିର…

ଆମ୍ବଲାନ୍ସରେ ଛୁଆକୁ ଜନ୍ମଦେଇ ମା’ର ମୃତ୍ୟୁ

ଓଡ଼ଗାଁ, ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ସରକାରଙ୍କ ଦ୍ବାରା ଗର୍ଭବତି ମା' ଠାରୁ ଆରମ୍ଭ କରି ଛୁଆ ଜନ୍ମ ହୋଇ ୫ବର୍ଷ ହେବା ପର୍ଯ୍ୟନ୍ତ ଅନେକ ହିତକର ଯୋଜନା ଲାଗୁ କରାଯାଇଥିବା ବେଳେ ଆମ୍ବଲାନ୍ସ ମଧ୍ୟରେ ଛୁଆକୁ ଜନ୍ମ ଦେଇ ମା'ର ମୃତ୍ୟୁ ଘଟିବା ପରି ଏକ ଅଭାବନୀୟ ଘଟଣା ଏନେଇ ପ୍ରଶ୍ନବାଚୀ…

ଉତ୍କଳ ଆଲୁମିନାର ରକ୍ତଦାନ ଶିବିରରେ ରେକର୍ଡ ୨୫୩ ୟୁନିଟ ରକ୍ତ ସଂଗୃହୀତ

କାଶୀପୁର / ଟିକିରି ରୁ ବୈକୁଣ୍ଠ ଦୁରିଆ : ଏହି ଅଞ୍ଚଳର ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରଳସ ଭାବରେ ଚାଲିଥିବା ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଏହାର ନୂଆପଡା ଟାଉନସିପ୍‍ କ୍ଲବ ହାଉସଠାରେ…

ରୋଟାରୀର ୧୧୮ତମ ଜନ୍ମବାର୍ଷିକୀ

ନୟାଗଡ଼: ୧୯୦୫ ଫେବୃୟାରୀ ୨୩ ରେ ଜନ୍ମଲାଭ କରିଥିବା ରୋଟାରୀ ଇଣ୍ଟରନ୍ୟାସନାଲର ୧୧୮ ତମ ଜନ୍ମବାର୍ଷିକୀ ରୋଟାରୀ କ୍ଲବ ନୟାଗଡ଼ରେ ପାଳିତ ହୋଇଯାଇଛି। ରୋଟାରୀ କ୍ଳବ୍ର ସଭାପତି ପ୍ରବୀର କୁମାର ପୃଷ୍ଟିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟିର ଅଧ୍ୟକ୍ଷା…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନୟାଗଡ,୨୪/୨: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗତିଶ୍ୱର ଡିଗ୍ରୀ ମହାବିଦ୍ୟାଳୟ,ମାଳିସହିଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏନ.ଏସ.ଏସ ସଂଯୋଜକ ଜ୍ୟୋତିରଞ୍ଜନ ଭୂୟାଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା…

ଅବସରପ୍ରାପ୍ତ ପୁଲିସ କର୍ମଚାରୀ କଲ୍ୟାଣ ସଂଘ ବୈଠକ

ନୟାଗଡ଼,୨୪/୨:ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ କଲ୍ୟାଣ ସଂଘ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅଧିବେଶନରେ ସଂଘର ସଭାପତି ଅଭିମନ୍ୟୁ ପରିଡ଼ା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଗୋପାଳ ଚନ୍ଦ୍ର ନାୟକ ପୂର୍ବ ସଭାର ବିବରଣୀ ପାଠ କରିଥିଲେ।…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମାର୍ଚ୍ଚ ୪ରେ ଭୁବନେଶ୍ୱରରୁ ଆଜମେର ଓ ପୁଷ୍କର ଯାତ୍ରା କରିବ ସ୍ୱତନ୍ତ୍ର…

ତୀର୍ଥଯାତ୍ରାର ସୁବ୍ୟବସ୍ଥା କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ଭୁବନେଶ୍ୱର-ତା-୨୪.୦୨.୨୦୨୩: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା”ରେ ୨୦୧୯-୨୦୨୦ ବର୍ଷପାଇଁ ଗତ ଜାନୁଆରୀ ୨୭…

‘ଫିଟ୍‍ ଫର୍‍ ଲାଇଫ୍‍’ ପାଇଁ ଓଡ଼ିଶା ସରକାର, ୟୁନେସ୍କୋ ଓ କିସ୍‍ ତ୍ରିପାକ୍ଷିକ ବୁଝାମଣା

ଭୁବନେଶ୍ୱର, ୨୪ ।୨: ୟୁନେସ୍କୋର ‘ଫିଟ୍‍ ଫର୍‍ ଲାଇଫ୍‍’ କାର୍ଯ୍ୟକ୍ରମ ନିମନ୍ତେ ୟୁନେସ୍କୋ, କିସ୍‍ ଓ ରାଜ୍ୟ କ୍ରୀଡ଼ା ବିଭାଗ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ଗୁରୁବାର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା…

ବର୍ଦ୍ଧିତ ଜନସଂଖ୍ୟାର ଆବାସିକ ବ୍ୟବସ୍ଥା ପାଇଁ ସହରଗୁଡିକୁ ସ୍ଥାୟୀ ଭିତିଭୂମି ସହିତ ବିକଶିତ କରିବାର ଆବଶ୍ୟକତା ରହିଛି:…

୭୧ତମ ନ୍ୟାଶନାଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସ ଭୁବନେଶ୍ୱର, ୨୪ ଫେବୃଆରୀ ୨୦୨୩: ଭବିଷ୍ୟତର ବର୍ଦ୍ଧିତ ଜନସଂଖ୍ୟା ପାଇଁ ବାସସ୍ଥାନର ବ୍ୟବସ୍ଥା କରିବା ଲାଗି ସ୍ଥାୟୀ ଭିତିଭୂମି ସହିତ ସହରଗୁଡିକୁ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ୭୧ତମ ନ୍ୟାଶନାଲ ଟାଉନ୍ ଆଣ୍ଡ କଂଟ୍ରି…