କେନ୍ଦୁପତ୍ର ଉପରୁ ଜିଏସଟି ହଟେଇବାକୁ ଦାବି ରଖିଲେ ନବୀନ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଲେ ଚିଠି
ଭୁବନେଶ୍ୱର : କେନ୍ଦୁପତ୍ର ଉପରୁ ଜିଏସଟି ହଟେଇବାକୁ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ କେନ୍ଦୁପତ୍ର ଉପରେ ୧୮…