ଘର ପାଇଁ ଜିଲ୍ଲାପାଳଙ୍କୁ ଅସହାୟ ମହିଳାଙ୍କ ନିବେଦନ।
କାମାକ୍ଷାନଗର /ରିତେଶ ବ୍ରହ୍ମା- କାମାକ୍ଷାନଗର ସହର ମଧ୍ୟ ରେ ତୁଳସୀ ଦଳେଇ (ସ୍ବାମୀ - ଗନ୍ଧର୍ବ ଦଳେଇ)ନାମକ ଜଣେ ସ୍ଵାମୀ ପରିତ୍ୟକ୍ତା ମହିଳା ବହୁତ ଦିନ ହେଲା କାମାକ୍ଷାନଗର ରେ ରହି ଆସୁଛନ୍ତି। ସେ ଦିନ ମଜୁରି ଭାବେ କାମ କରନ୍ତି, ପର ଘରେ ବାସନ ମାଜନ୍ତି, ନଡ଼ିଆ ଝାଡୁ କରି ବିକନ୍ତି…