ପଦ୍ମପୁର 213 ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କଲେ ବର୍ଷା

ବାପାଙ୍କୁ ମୁଣ୍ଡିଆ ମାରି , ମାଁ ଙ୍କର ଆଶୀର୍ବାଦ ନେଇ ଯାଇଥିଲେ ମତଦାନ କରିବାକୁ ବରଗଡ :- ପଦ୍ମପୁର ର ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ବିୟୋଗ , ପଦ୍ମପୁର ଉପନିର୍ବାଚନ ଘୋଷଣା ଓ ବିଜୁ ଜନତା ଦଳ ତରଫରୁ ବର୍ଷା ସିଂ ବରିହା ଙ୍କୁ ପ୍ରାର୍ଥୀ କରିବା , ପିତାଙ୍କର ମୃତ୍ୟୁ…

ଆଜି ଚାଲିଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ

319  ବୁଥ , ଦୁଇ ଲକ୍ଷ 57 ହଜାର 474 ଭୋଟର ଛଅ ଗୋଟି ପିଙ୍କ ବୁଥ ସହିତ ପନ୍ଦର ଗୋଟି ଅଦର୍ଶ ମତଦାନ କେନ୍ଦ୍ର ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଆଜି ହେଉଛି ମତଦାନ । ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ଅକାଳ ବିୟୋଗ ପରେ…

ଆନ୍ତର୍ଜାତୀୟ ସମ୍ମିଳନୀ ସିରିଜ୍ “ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଉଦଯାପିତ

ସୋଆ ବିଶ୍ୱ ବିଦ୍ୟାଳୟରେ ଦୁଇଦିନ ଧରି ଆୟୋଜିତ ହୋଇଥିଲା ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଭୁବନେଶ୍ୱରର ଲୋକସଭାର ସଦସ୍ୟ ଅପରାଜିତା ଷଢଙ୍ଗି ଉଦ୍ଯାପନୀ ଅଧିବେଶନକୁ କଲେ ସମ୍ବୋଧିତ ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ସିରିଜ…

ଦିନରାତି କରୁଛନ୍ତି କଲବଲ, ୧୮ ଟିକିଆ ହାତୀପଲ

ଚାଷୀଙ୍କୁ ଘାରିଲାଣି ଚିନ୍ତା, କେମିତି ସୁରକ୍ଷିତ ରହିବ ଫସଲ ଭଞ୍ଜନଗର (ନିଲୁ ବିଷୋୟୀ) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ୧୮ ଟିକିଆ ହାତୀପଲଙ୍କ ଦୌରାତ୍ମ ଚାଷୀ ଓ ଜନସାଧାରଣଙ୍କ ମୁଣ୍ଡରେ ଚଡ଼କ ପକାଇଛି । ମୁଜାଗଡ଼, ଜଗନ୍ନାଥପ୍ରସାଦ ଓ ତାରସିଂ ବନାଞ୍ଚଳ ସମେତ ଗାଲେରି ବନାଞ୍ଚଳର…

ମା ଭଗିଆଶୁଣି ମନ୍ଦିର ରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ରେ ଦୁର୍ବୃତ୍ତ ମାନେକେତେ ବେଳେ ଦୋକାନ ତ ଆଉ କେତେବେଳେ ମନ୍ଦିର, ପୁଣି କେତେବେଳେ କାହା ଘରେ ପଶିଲେଣି ତ କେତେବେଳେ କାହା ଗାଡ଼ି ଚୋରି ଏମିତି ପ୍ରତ୍ୟେକ ଦିନ ଘଟଣା ଘଟାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଥିବା…

ଯୁବତୀଙ୍କ ଆତ୍ମହତ୍ୟା ଘଟଣା, ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ

ଭଦ୍ରକ: (ସତ୍ୟବ୍ରତ ନାୟକ) ଯୁବତୀଙ୍କ ଆତ୍ମହତ୍ୟା ଘଟଣା। ଦୋଷୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ। ଭଦ୍ରକ ମେଡିକାଲ ଛକଠାରେ ରାସ୍ତା ଅବରୋଧ କଲା ନବନିର୍ମାଣ ଛାତ୍ର ସଂଗଠନ। ଗତକାଲି ଚରମ୍ପା ବରାଳପୋଖରୀ ଅଞ୍ଚଳର ଜଣେ ଯୁବତୀ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ପରିବାର ପକ୍ଷରୁ ଟାଉନ…

ବାଂଶପାଳରେ ଆଇଟିଆଇ ସ୍ଥାପନ କରିବ ଟାଟାଷ୍ଟିଲ୍‌ ଫାଉଣ୍ଡେସନ୍‌

ମେକ୍‌ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ (ଟିଏସ୍‌ଏଫ୍‌ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ଭୁବନେଶ୍ୱର:ଓଡ଼ିଶାର କେନ୍ଦୁଝର ଜିଲ୍ଲାର ବାଂଶପାଳଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)କୁ ଯୁଗ୍ମ ଭାବେ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ…

ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ପ୍ରତିଭା ବିକାଶ ନିମନ୍ତେ “ଉତ୍ସାହ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଜିଲ୍ଲାରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ସେମାନଙ୍କର ଶାରିରୀକ ଓ ମାନସିକ ପ୍ରତିଭାର ବିକାଶ ନିମନ୍ତେ ପାରଳାଖେମୁଣ୍ଡିର ଷ୍ଟାଡିୟମ ଠାରେ ବିଭିନ୍ନ ପ୍ରତିଯୋଗିତା ଉଚ୍ଚଡିଆଁ ,…

ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ, ଭଦ୍ରକ ଏସପିଙ୍କ ଅଫିସ୍ ସମ୍ମୁଖରେ ଧାରଣା

ଭଦ୍ରକ : (ସତ୍ୟବ୍ରତ ନାୟକ)ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଇଙ୍ଗିତ କରି ଖରାପ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି ଭଦ୍ରକ ଜିଲ୍ଲାର ସମ୍ବାଦିକ ଗୋଷ୍ଠୀ ଧାରଣ…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

https://youtu.be/301e5ER3CKY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ…