” ଦମନ୍” ଚଳଚ୍ଚିତ୍ର ଦେଖିଲେ ଜିଲ୍ଲା ସରକାରୀ କର୍ମଚାରୀ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ପାରଳାଖେମୁଣ୍ଡି ସ୍ଥିତ ଏସ.କେ ସିନେମା ହଲରେ "ଦମନ" ଚଳଚ୍ଚିତ୍ର ଦେଖିଛନ୍ତି। ମ୍ୟାଲେରଆ ନିରାକରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର "ଦମନ"କୁ ସମସ୍ତ ବିଭାଗର…

ପିତୃମାତୃ ହୀନ ଅବହେଳିତ ଶିଶୁକୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୬-୭-୨୦୨୨ ରିଖରେ ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଧିନସ୍ଥ ଏକ ଗ୍ରାମରେ ଏକ ୧୨ ବର୍ଷର ଶିଶୁ ଅବହେଳିତ ହୋଇ ଜୀବନ ବିତାଉ ଥିବାର ଖବର ଏକ ଗଣମାଧ୍ୟମ ପ୍ରତିନିଧି ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କୁ ଜଣାଇଥିଲେ। ଶିଶୁ ସୁରକ୍ଷା…

ଜିଲ୍ଲା ପଶାସନ ଯୋଗୁଁ ବଞ୍ଚିବାର ରାହା ପାଇଲା ଅସହାୟ ଶିଶୁ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଏକ ବିଶେଷ ସୁତ୍ରରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ମିଳିଲା ଯେ ଗୁମା ବ୍ଲକର ଏକ ସାତ ବର୍ଷର ଶିଶୁ ଯାହାଙ୍କର ପିତାଙ୍କ ମୃତ୍ୟୁ ପରେ ତାଙ୍କର ମା ଛାଡି କେଉଁଆଡେ ପାଇଯାଇଛନ୍ତି ଏବଂ ଶିଶୁ ଜଣକ ଏଣେ ତେଣେ ବୁଲୁଛନ୍ତି। ତାଙ୍କର ୭୦…

‘ଆମେ ସ୍କୁଲ ରୋଷେଇ ଘରେ ଓ ବାରଣ୍ଡାରେ ବସି ପଢ଼ୁଛୁ, ପ୍ରଶାସନ ଦୃଷ୍ଟି ଦେବେ କି ?’

ଭଦ୍ରକ(ସତ୍ୟବ୍ରତ ନାୟକ): ‘ସରକାର ଆମ ପାଇଁ ଅଧିକ ୩ଟି ଶ୍ରେଣୀ ଗୃହ କରିଦେବେ କି ? ମାତ୍ର ଗୋଟିଏ ଶ୍ରେଣୀ ଗୃହରେ ୫ଟି କ୍ଲାସର ପିଲା ବସି ପଢ଼ି ପାରୁନୁ। ଆମେ ସ୍କୁଲର ଦଦରା ରୋଷେଇ ଘରେ ଓ ବାରଣ୍ଡାରେ ବସି ପଢ଼ୁଛୁ। ବର୍ଷା ହେଲେ ଆମ ବହି, ଖାତା ଓଦା ହୋଇଯାଉଛି।’ ଭଦ୍ରକ ଉପକଣ୍ଠ ନନ୍ଦୋର…

କାଷ୍ଟ ସାର୍ଟିଫିକେଟ୍‌ ପାଇଁ ୫୦୦ ଟଙ୍କା ନେଲେ ଲାଞ୍ଚୁଆ ଆର୍‌ଆଇ; ସାମାଜିକ ଗଣମାଧ୍ୟମରେ ଭିଡିଓ ହେଲା ଭାଇରାଲ

ଭଦ୍ରକ : (ସତ୍ୟବ୍ରତ ନାୟକ)୫୦୦ ଟଙ୍କା ଦେଇ ଜାତିଗତ ପ୍ରମାଣପତ୍ର ନିଅ। ଟଙ୍କା ନଦେଲେ ବିଭିନ୍ନ ବାହାନା ଦେଖାଉଛନ୍ତି ରାଜସ୍ୱ ନିରିକ୍ଷକ (ଆର୍‌ଆଇ)। ‘’ଜଣେ ସରକାରୀ ଅଧିକାରୀଙ୍କ ମୁଣ୍ଡ କଣ  ୨୦୦ ଟଙ୍କା କି ? କାମ ନେବ, ୨୦୦ ଦେବ କେମିତି’’? ଏପରି କହି କାଷ୍ଟ ସାର୍ଟିଫିକେଟ ପାଇଁ ଆସିଥିବା…

ଏୟାରଟେଲର ‘ୱାର୍ଲଡ ପାସ୍‌’ସହିତ ଏବେ ଭ୍ରମଣ କରିବା ଆହୁରି ସହଜ

ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ‘ଏୟାରଟେଲ ୱାର୍ଲଡ ପାସ୍‌’ର ଶୁଭାରମ୍ଭ କରାଯାଇଛି, ଯାହା ୧୮୪ଟି ଦେଶରେ ବାଧାହୀନ ଭାବେ କାର୍ଯ୍ୟ କରିଥାଏ । ତେଣୁ ଯଦି ଆପଣ ଏକ ବିମାନବନ୍ଦର ଗମନାଗମନରେ ଅଛନ୍ତି କିମ୍ବା ଗୋଟିଏ କିମ୍ବା ତାଠାରୁ ଅଧିକ ସହରକୁ ଭ୍ରମଣ କରୁଛନ୍ତି ତେବେ ଏହି ଗୋଟିଏ ପ୍ୟାକ ଆପଣଙ୍କ…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ସମାଧାନ ପାଇଁ ଜିଓ ଟ୍ରୁ-୫ଜି ଓ ଆଇଏଲ୍‌ବିଏସ୍ ମଧ୍ୟରେ…

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସମାଧାନ ଜରିଆରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଜିଓ ଟ୍ରୁ-୫ଜି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍‌ସେସ୍ (ଆଇବିଏଲ୍‌ଏସ୍‌) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରାଯାଇଛି ।…

ଉନବିଂଶତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ବଣ ଭୋଜି ମହୋତ୍ସବ ପାଳନ

ଜଗତସିଂହପୁର/ସୁମନ୍ତକୁମାରଦାସ:ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୂନଙ୍ଗ ଗ୍ରାମ ପଞ୍ଚାୟତ ର ପୁନଙ୍ଗ ଗ୍ରାମରେ ଥିବା ଶ୍ରୀ ଶ୍ରୀ ସିଦ୍ଧ ବାରଙ୍ଗ ପୀଠରେ ଉନବିଂଶତମ ବିଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ବଣ ଭୋଜି ମହୋତ୍ସବ ପୋଲିସ ପରିବାରର ତରଫରୁ ବହୁ ଧୁମ୍ ଧାମରେ ପାଳନ ହୋଇ…

କପସିପାଲି ଠାରେ ପ୍ରଥମ କରି ମହାଲକ୍ଷ୍ମୀପୂଜା ଆୟୋଜିତ:ଲକ୍ଷ୍ମୀପୂଜା ପାଇଁ ଅଞ୍ଚଳ ଉତ୍ସବମୁଖର

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଲି ଠାରେ ପ୍ରଥମ ବର୍ଷ ମହାଲକ୍ଷ୍ମୀପୂଜା ଆୟୋଜିତ ହୋଇଥିବା ବେଳେ କଳସ ଶୋଭାଯାତ୍ରା ଅତି ଆକର୍ଷଣୀୟ ଥିଲା। ଏହି ଶୋଭାଯାତ୍ରାରେ ଶତାଧିକ ହରିଜନ ମହିଳା ଘଣ୍ଟ, ଶଙ୍ଖ, କୀର୍ତ୍ତନ ବାଦ୍ୟର ପାରମ୍ପାରିକ…

ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍‌-୨୦୨୨ ଉଦଯାପିତ

କଟକ ୟୁନିଅନ୍ ସ୍ପୋର୍ଟିଂକୁ ହରାଇ ଭୁବନେଶ୍ୱର ଏସବି ଇଲେଭେନ୍ ଚମ୍ପିଆନ୍‌  ନୟାଗଡ଼(ବିଶ୍ଵଜିତ ନାୟକ)- ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ ଆନୁକୂଲ୍ୟରେ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପୃଷ୍ଠ ପୋଷକତାରେ ଆୟୋଜିତ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟି-୨୦ ନୟାଗଡ଼…